ସ୍ଥଗିତ ରହିଲା ଘରୋଇ ବସ ଧର୍ମଘଟ

ସ୍ଥଗିତ ରହିଲା ଘରୋଇ ବସ ଧର୍ମଘଟ
Samaya Live News Picture
Published On

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରେ ହେବାକୁ ଥିବା ଘରୋଇ଼ ବସ ଧର୍ମଘଟ ସ୍ଥଗିତ । ଆଜି କମିଶନରଙ୍କ ସହିତ ଆଲୋଚନା ପରେ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଘରେଇ ବସ୍ ମାଲିକ ସଂଘ । ସରକାରଙ୍କୁ ୨୯ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଯଦି ସରକାର ଦାବି ନ ଶୁଣନ୍ତି ତେବେ ୩୦ ତାରିଖ ପରେ  ପୁଣି ଥରେ ବସ୍ ଧର୍ମଘଟ ହେବ । ୧୪ ଟି ପାରାମିଟର ନେଇ ବସ ଭଡ଼ା ବୃଦ୍ଧି ପାଇଁ ପ୍ରସ୍ତାବ ରଖିବ ଏସଟିଏ । ଏହାପରେ ଭଡ଼ା ବୃଦ୍ଧି ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଘରୋଇ ବସ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁଙ୍କ ସୂଚନା ।

 

Tags: