୩ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା

 ୩ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । କର୍ମଚାରୀଙ୍କ ୩ ପ୍ରତିଶତ ଭତ୍ତା ବୃଦ୍ଧି କରାଯାଇଛି । ୬୦ ରୁ ୬୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି ।  ସେହିପରି ପେନଶନ ଭଗୀଙ୍କ ଟିଆଇ ରେ ମଧ୍ୟ ବୃଦ୍ଧି କରାଯାଇଛି । ପିଛିଲା ଭାବରେ ଗତ ଜୁଲାଇ ମାସରୁ ଏହା ଲାଗୁ ହେବ । ନଭେମ୍ବର ଦରମାରେ ମିଳିବ ବର୍ଦ୍ଧିତ ଭତ୍ତା । ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ରାଜ୍ୟରେ ସାଢେ ୮ଲକ୍ଷ କର୍ମଚାରୀ ଏବଂ ପେନସନ ଭୋଗୀ ଉପକୃତ ହେବେ । 

Tags: