ବର୍ତ୍ତମାନ ସୁଦ୍ଧା ୧୭ କଏଦୀ ଫେରାର - ମୁଖ୍ୟମନ୍ତ୍ରୀ

ବର୍ତ୍ତମାନ ସୁଦ୍ଧା  ୧୭ କଏଦୀ ଫେରାର - ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟର ୮୬ ଜେଲ୍‌ରେ ଅଛନ୍ତି ୧୮ ହଜାର ୧୭୬ ଜଣ କଏଦୀ । ସେଥିରୁ ୧୪ ହଜାର ୪୦ ବିଚାରାଧୀନ, ୪୧୩୬ ଜଣ ଦଣ୍ଡ ପାଇ ଅଛନ୍ତି । ଗତ ୫ ବର୍ଷ ଭିତରେ ବିଭିନ୍ନ ଜେଲ୍‌ରୁ ୪୪ କଏଦୀ ଫେରାର୍ ହୋଇଥିଲେ । ୨୭ ଜଣଙ୍କୁ ଗିରଫ କରାଯାଇଛି । ଏବେବି ୧୭ଜଣ ଫେରାର୍ ଅଛନ୍ତି । ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର ରଖିଛନ୍ତି ।

Tags: