ପ୍ରତି ୧୦୦ କି.ମି ରେ ଖୋଲିବ ଗୋଶାଳା - ମନ୍ତ୍ରୀ

ପ୍ରତି ୧୦୦ କି.ମି ରେ ଖୋଲିବ ଗୋଶାଳା - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଏନଏଚରେ ଦୁର୍ଘଟଣା ରୋକିବାକୁ ବଡ଼ ପଦକ୍ଷେପ । ରାସ୍ତାରୁ ହଟିବେ ବୁଲା ଗୋରୁ । ଏନଏଚଏଆଇ  ପରିବହନ ବିଭାଗ ଏବଂ ପଶୁସମ୍ପଦ ବିଭାଗର ମିଳିତ ଉଦ୍ୟମ । ପ୍ରତି ୧୦୦ କି.ମି. ଦୂରତାରେ ହେବ ଗୋଟିଏ  ଗୋଶାଳା । ରାସ୍ତାରୁ ଗୋରୁ ମାନଙ୍କୁ ସ୍ଥାନାନ୍ତର କରିବ ପରିବହନ ବିଭାଗ । ରକ୍ଷଣାବେକ୍ଷଣ କରିବେ ପଶୁସମ୍ପଦ ବିଭାଗ ଏବଂ ନଜର ରଖିବେ ଏସପି । ସେହିପରି ପ୍ରତି ବ୍ଲକରେ ଗୋଶାଳା ଖୋଲିବା ନେଇ ଯୋଜନା ରହିଛି ବୋଲି ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ।

Tags: