କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ
Samaya Live News Picture
Published On

ଆସିକା: ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କଲେ ଛାତ୍ରୀ  । ଆସିକା କୋଟିନଡା ଥାନା ଅନ୍ତର୍ଗତ ଭେଟନଈ ଗ୍ରାମରେ ଘଟିଛି ଅଘଟଣ । ଗୁରୁତର ଯୁବତୀଙ୍କୁ ପ୍ରଥମେ ଆସିକା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ନିଆଁ ଲାଗି ଯୁବତୀଙ୍କ ଦେହରେ ୬୦ ପ୍ରତିଶତ ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି । ଯୁବତୀଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ହୋଇଥିବା ବେଳେ ଆତ୍ମାହୁତି ଉଦ୍ୟମ ର କାରଣ ଅସ୍ପଷ୍ଟ ରହିଛି  । 

Tags: