ଗାଧୁଆଘରେ ପଡିଯାଇ ୩ୟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ଗାଧୁଆଘରେ ପଡିଯାଇ ୩ୟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ
Samaya Live News Picture
Published On

ତେଲକୋଇ : ସ୍କୁଲ ହଷ୍ଟେଲ ଛାତ୍ରୀନିବାସରେ ଅଘଟଣ । ହଷ୍ଟେଲ ଗାଧୁଆ ଘରେ ପଡିଯାଇ ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ତେଲକୋଇ ଭୀମକାଣ୍ଡ ନୋଡାଲ ୟୁପି ସ୍କୁଲରେ । ଛାତ୍ରୀ ଜଣକ ଗାଧୁଆ ଘରେ ପଡିଯିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିଚୟ ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନଥିବାବେଳେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Tags: