ଖରାଛୁଟି ପୂର୍ବରୁ ପିଲାଙ୍କୁ ମିଳିବ ବହି - ମନ୍ତ୍ରୀ
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡଙ୍କ ବଡ଼ ସୂଚନା । ଖରାଛୁଟି ମଧ୍ୟରେ ପିଲାଙ୍କୁ ମିଳିବ ବହି । ୯୦ ପ୍ରତିଶତ ବହି ଛପା ସାରିଲାଣି। ପିଲାଙ୍କ ପାଖରେ ପହଞ୍ଚୁଛି । ଆଉ ୧୦ ପ୍ରତିଶତ ବହି ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ। ପ୍ରିଣ୍ଟିଂ ସମସ୍ୟା ପାଇଁ ବହି ଛପା ବିଳମ୍ବ ହୋଇଥିବା କଥାକୁ ମନ୍ତ୍ରୀ ସ୍ବୀକାର କରିଛନ୍ତି ।
Tags:




