ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ
By: Samaya Live News
ଭୁବନେଶ୍ୱର : ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ସରକାରୀ ବାସଭବନରେ ବୈଠକ ଅନୁଷ୍ଠିତ ହେବ । ଏନେଇ ମନ୍ତ୍ରୀ ଓ ବିଧାୟକଙ୍କୁ ଡାକରା ହୋଇଛି । ସେଠାରେ ରାଜ୍ୟସଭା ସମ୍ପର୍କିତ ଆଲୋଚନା ହୋଇପାରେ ବୋଲି ସୂଚନା ମିଳୁଛି । ଗତ ଶନିବାର ଦିନ ବିଜେଡି ୩ୟ ଏବଂ ୪ର୍ଥ ରାଜ୍ୟସଭା ଆସନ ପାଇଁ ୨ଜଣ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପିରେ ପ୍ରାର୍ଥୀକୁ ନେଇ ସସ୍ପେନ୍ସ ଲାଗି ରହିଛି ।
ସମ୍ବନ୍ଧିତ ଖବର ଖୁବଶୀଘ୍ର ପ୍ରାର୍ଥୀ ଦେବ ବିଜେପି
Tags:



