ଚେନ୍ନାଇ-ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ ଲାଇନଚ୍ୟୁତ

ଚେନ୍ନାଇ-ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ ଲାଇନଚ୍ୟୁତ

ଭୁବନେଶ୍ୱର : ଯାଜପୁରରେ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି। ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ।ଜଖପୁରାରେ ଷ୍ଟେସନ ନିକଟରେ ଟ୍ରାକରୁ ଖସି ଯାଇଛି ଟ୍ରେନର ୩ଟି ବଗି । ଉଦ୍ଧାର ପାଇଁ ଭଦ୍ରକରୁ ଗୋଟିଏ ଟିମ୍ ଯାଇଛି। ତେବେ ଅଳ୍ପକେ ବର୍ତ୍ତିଯାଇଛି ବଡ଼ ଅଘଟଣ। ଆରମ୍ଭରୁ ଦୁଇଟି ବଗି ଛାଡ଼ି ୩ଟି ବଗି ଖସିଛି। 

ସମ୍ବନ୍ଧିତ ଖବର  ବ୍ରେକ ଫେଲ ହେଲା ପୋଲିସ ଗାଡି,ଅଳ୍ପକେ ବର୍ତ୍ତୀଲେ ଆନ୍ଦୋଳନକାରୀ ଏବଂ ପୋଲିସ

ଟ୍ରେନର ଇଂଜିନ ଓ ଲଗେଜ୍ ଭ୍ୟାନ୍ ଛାଡ଼ି ଅନ୍ୟ ୩ ବଗି ଖସିଛି । ଉଦ୍ଧାର ଲାଗି ସ୍ପଟକୁ ଯାଇଛନ୍ତି ରେସକ୍ୟୁ ଟିମ୍। ଭଦ୍ରକରୁ ଗଲା ଗୋଟିଏ ରେସକ୍ୟୁ ଟିମ୍ । ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହେବାର କୌଣସି ରିପୋର୍ଟ ନାହିଁ ।

ସମ୍ବନ୍ଧିତ ଖବର ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା,ଆଉଜଣେ ଗିରଫ

 

ସମ୍ବନ୍ଧିତ ଖବର ଇଡ୍‌କୋର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ

Tags: