SCB ଛାତରୁ ଖସିଲା ସିଲିଂ
କଟକ : କଟକ ବଡ଼ ମେଡିକାଲ ରେ ଅଘଟଣ । ପୁଣି ଥରେ ଛାତ୍ରରୁ ସିଲିଂ ଖସିଥିବା ସୂଚନା ମିଳିଛି । ମେଡିକାଲର ଗତକାଲି ରାତିରେ ହେମାଟୋଲଜି ବିଭାଗ ଶୌଚାଳୟ ନିକଟ ଛାତ ରୁ ସିଲିଂ ଖସିଛି । ତେବେ ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ବାରମ୍ବାର କଟକ ବଡ ମେଡିକାଲରେ ଏଭଳି ଅଘଟଣ ଘଟୁଛି । ଯାହାକି ରୋଗୀଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Tags:



