ସିବିଏସଇ ଦଶମ ଶ୍ରେଣୀ ଫଳ ପ୍ରକାଶ

ସିବିଏସଇ ଦଶମ ଶ୍ରେଣୀ ଫଳ ପ୍ରକାଶ
Samaya Live News Picture
Published On

ଭୁବନେଶ୍ୱର : ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । CBSE.nic.in ରେ ରେଜଲ୍ଟ ଉପଲବ୍ଧ । ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ results.cbse.nic.in କିମ୍ବା DigiLocker ଏବଂ UMANG ଆପ୍ ମାଧ୍ୟମରେ ସେମାନଙ୍କର ପରୀକ୍ଷା ଫଳ ଦେଖିପାରିବେ । ଚଳିତ ବର୍ଷ ସାରା ଦେଶରୁ ୨୫ଲକ୍ଷରୁ ଉର୍ଦ୍ଧ୍ବ ପିଲା ପରୀକ୍ଷା ଦେଇଥିଲେ ।

Tags: