ପରୀକ୍ଷାର୍ଥୀଙ୍କୁ ସିବିଆଇ ସମନ

ପରୀକ୍ଷାର୍ଥୀଙ୍କୁ ସିବିଆଇ ସମନ

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍କାମ। ପରୀକ୍ଷାର୍ଥୀଙ୍କୁ ସମନ କଲା ସିବିଆଇ । ଖୁବଶୀଘ୍ର ସିବିଆଇ ଅଫିସରେ ହାଜର ହୋଇ ପରୀକ୍ଷାର୍ଥୀମାନେ ପକ୍ଷ ରଖିବେ । ପରୀକ୍ଷାର୍ଥୀ ମାନେ ହାଜର ହେବା ପରେ ସେମାନଙ୍କ ଠାରୁ ତଥ୍ୟ ହାସଲ କରିବ ସିବିଆଇ । ଯେଉଁ ତଥ୍ୟ ମିଳିବ ତା ଆଧାରରେ ତଦନ୍ତର ଦିଗ ଆଗକୁ ବଢାଇବ ସିବିଆଇ । ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ। ତେବେ ସମନ ପାଇଁ ସିବିଆଇ କାର୍ଯ୍ୟାଳୟରେ ୫ ଜଣ ପରୀକ୍ଷାର୍ଥୀ ପହଞ୍ଚିଥିବା ସୂଚନା ମିଳିଛି । ସେମାନଙ୍କୁ ଜେରା ଚାଲିଥିବା ବେଳେ ଖୁବଶୀଘ୍ର ଆଉ କିଛି ଆଶାୟୀଙ୍କୁ ବି ଜେରା ହୋଇପାରେ ବୋଲି ଜଣାପଡିଛି । 

ସମ୍ବନ୍ଧିତ ଖବର ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

 

ସମ୍ବନ୍ଧିତ ଖବର ପୀତବାସ ହତ୍ୟା କାଣ୍ଡରେ ନୂଆ ତଥ୍ୟ

ସମ୍ବନ୍ଧିତ ଖବର ୩ ମାସ ମଧ୍ୟରେ ଗଣତି ମଣତି ସାର - ହାଇକୋର୍ଟ

 

Tags: