ସନ୍ଧ୍ୟାରେ କ୍ୟାବିନେଟ ବୈଠକ
ଭୁବନେଶ୍ୱର : ଆଜି ଅନୁଷ୍ଠିତ ହେବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସୋମବାରଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ କ୍ୟାବିନେଟ୍ ବୈଠକ । ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ସଚିବମାନେ ବୈଠକରେ ଉପସ୍ଥିତ ରହିବେ । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର । ପୂର୍ତ୍ତ, ରାଜସ୍ବ ଭଳି ୯ରୁ ଅଧିକ ପ୍ରସ୍ତାବ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ଏଗୁଡ଼ିକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି।
Tags:




