ଭୁବନେଶ୍ୱର କୋର୍ଟକୁ ବୋମା ଧମକ

ଭୁବନେଶ୍ୱର କୋର୍ଟକୁ ବୋମା ଧମକ
Samaya Live News Picture
Published On

ଭୁବନେଶ୍ୱର : ଭୁବନେଶ୍ୱର କୋର୍ଟରେ ବୋମା ଆତଙ୍କ । କୋର୍ଟକୁ ବୋମା ଧମକ ମିଳିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣା ସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । କୋର୍ଟରେ ପହଂଚି ବୋମା ନିଷ୍କ୍ରିୟକାରୀ ଟିମ ଛାନଭିନ ଜାରି ରଖିଛନ୍ତି । ତନ୍ନ ତନ୍ନ କରି ଯାଞ୍ଚ ପ୍ରକ୍ରିୟା ଚାଲିଛି । 

Tags: