ବାୟୁ ପ୍ରଦୂଷଣ ପାଇଁ ଲାଗିଥିବା କଟକଣା ହଟାଇବ ବିଏମସି
By: Samaya Live News
ଭୁବନେଶ୍ୱର : ଵାୟୁପ୍ରଦୂଷଣ ରୋକିବାକୁ ଲାଗୁ ହୋଇଥିବା କଟକଣା ହଟାଇବ ବିଏମସି । କାଠ ଓ କୋଇଲା ଚୁଲା ବ୍ୟବହାର କୁ ନେଇ କଟକଣା ହଟିବ । ଏନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ସେ କହିଛନ୍ତି ବ୍ୟବସାୟୀମାନେ ଏଣିକି କାଠ ଓ କୋଇଲା ଚୁଲା ବ୍ୟବହାର କରିପାରିବେ । ସନ୍ଧ୍ୟାରେ ଏନେଇ ବୈଠକ ଅନୁଷ୍ଠିତ ହେବ । ବୈଠକ ପରେ ଚୂଡାନ୍ତ ନିଷ୍ପତି ନିଆଯିବ । ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି ପାଇଁ ତୈଳ ସଙ୍କଟ ଯୋଗୁଁ ଉପୁଜିଥିବା ରନ୍ଧନ ଗ୍ୟାସ ସମସ୍ୟା ପାଇଁ କାଠ ଓ କୋଇଲା କୁ ବିକଳ୍ପ ଭାବରେ ବ୍ୟବହାର କରିହେବ ।
ସମ୍ବନ୍ଧିତ ଖବର ଭିନ୍ନ ସ୍ଥାନ ଭିନ୍ନ ହୋଲି
Tags:



