୮ ଲେନ ବିଶିଷ୍ଟ ହେବ ଭୁବନେଶ୍ୱର - ପୁରୀ ରାସ୍ତା - ପୂର୍ତ୍ତ ମନ୍ତ୍ରୀ
ଭୁବନେଶ୍ୱର : ଏଣିକି ମାତ୍ର ୪୦ ମିନିଟରେ ଶ୍ରୀକ୍ଷେତ୍ର ପହଞ୍ଚିବେ ଶ୍ରଦ୍ଧାଳୁ । ୮ ଲେନ ବିଶିଷ୍ଟ ହେବ ଭୁବନେଶ୍ୱର - ପୁରୀ ରାସ୍ତା । ଛୋଟ ଗାଡି ପାଇଁ ପ୍ରତି ୨ ଲେନରେ ହେବ ସର୍ଭିସ ରୋଡ଼ । ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ସମ୍ମତି ମିଳିଛି ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ I
Tags:




