ଭାରତୀୟ ଜନତା ପାର୍ଟି ,କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ନାମ ଘୋଷଣା
ମିଡିଆ ସଂଯୋଜକ ଏବଂ ସାମାଜିକ ଗଣମାଧ୍ୟମ ସଂଯୋଜକ ଏବଂ ଜିଲ୍ଲା ସଭାପତି ନାମ ତାଲିକା ଘୋଷଣା
ଭୁବନେଶ୍ୱର : ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ ଆଜି କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ମିଡିଆ ସଂଯୋଜକ, ଗଣମାଧ୍ୟମ ସଂଯୋଜକ ଏବଂ ଜିଲ୍ଲା ସଭାପତି ନାମ ତାଲିକା ଘୋଷଣା କରିଛନ୍ତି ।
- ୭ ଉପସଭାପତି, ୨ ସାଧାରଣ ସଂପାଦକ, ୭ ସଂପାଦକ, ୧ କୋଷାଧ୍ୟକ୍ଷ, ୧ କାର୍ଯ୍ୟାଳୟ ସଂପାଦକ, ୧ ମିଡିଆ ସଂଯୋଜକ ଏବଂ ୨ ସାମାଜିକ ଗଣମାଧ୍ୟମ ସଂଯୋଜକ ନାମ ତାଲିକା ଘୋଷଣା
-୩୩ ଜିଲ୍ଲା ସଭାପତି ନାମ ତାଲିକା ଘୋଷଣା ।
ଡିଷ୍ଟ୍ରିକ୍ଟ ପ୍ରେସିଡେଣ୍ଟ
1. ଅନଗୁଳ - ବିଜୟ କୁମାର ମାଝୀ
2.ଵାଲେଶ୍ୱର - ତାପସ କୁମାର ମହାନ୍ତି
3. ଵାଲେଶ୍ୱର (ନର୍ଥ) - ଖଗେନ୍ଦ୍ର ନାୟକ
4 ବରଗଡ - ସୁରେନ୍ଦ୍ର ପାତ୍ର
5. ଭୁବନେଶ୍ୱର - ସଞ୍ଜୟ ତ୍ରିପାଠୀ
6. ବଲାଙ୍ଗୀର -ଅମିତ ସିଂ ନିନା
7. ବୌଦ୍ଧ - ପୂର୍ଣ୍ଣ ଚନ୍ଦ୍ର ଗାଇଗରୀଆ
8. କଟକ - ନିର୍ମଳ କୁମାର ଦାସ
9. କଟକ ଗ୍ରାମୀଣ - ଧନେଶ୍ୱର ନାୟକ
10. ଦେଓଗଡ - ବିରଞ୍ଚି ବେହେରା
11. ଢେଙ୍କାନାଳ - ଲଳିତ କୁମାର ସାହୁ
12. ଗଜପତି -ପ୍ରଶାନ୍ତ କୁମାର ପାଲୋ
13. ଗଞ୍ଜାମ - ସୂର୍ଯ୍ୟ ନାରାୟଣ ଦାସ
14. ଘୁମୁସର (ଆସ୍କା) - ମନୋଜ କୁମାର ପ୍ରଧାନ
15. ଘୁମୁସର (ଭଞ୍ଜନଗର) - ରଘୁନାଥ ପଣ୍ଡା
16. ଜଗତସିଂହପୁର - ପ୍ରଶାନ୍ତ କୁମାର ସ୍ୱାଇଁ
17. ଯାଜପୁର - ସୀତାନାଥ ବଳସମାନ୍ତ
18. ଝାରସୁଗୁଡା - ମୁରାରୀ ପାଣିଗ୍ରାହୀ
19. କଳାହାଣ୍ଡି - ସୁଧୀର ମୁଣ୍ଡ
20. କନ୍ଧମାଳ - ଆଦିତ୍ୟ କହଁର
21. କେନ୍ଦ୍ରାପଡା - ଦୟାନିଧି ବଳ
22. କେଉଁଝର - ସୁନୀଲ ମହାନ୍ତ
23. କୋରାପୁଟ -ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ
24. ମାଲକାନଗିରି - ସପନ ରାୟ
25. ମୟୁରଭଞ୍ଜ (ଇଷ୍ଟ) -ଟୁନା ରାମ ଥୋୟାଲ
26. ମୟୁରଭଞ୍ଜ (ୱେଷ୍ଟ) - ଯୋଗେନ୍ଦ୍ର ମହାନ୍ତ
27. ନବରଙ୍ଗପୁର - ଜଗଦୀଶ କଲର
28. ନୟାଗଡ - ସଞ୍ଜୟ କୁମାର ନାୟକ
29. ନୂଆପଡା - ରତନ ଚନ୍ଦ୍ରକର
30. ରାଉରକେଲା - ଅନିଲ କୁମାର ମହନ୍ତ
31. ରାୟଗଡା - ପ୍ରତାପ ପୁଆଳ
32. ସୁବର୍ଣପୁର -ଅଶୋକ ପୃଷ୍ଟି
33. ସୁନ୍ଦରଗଡ - ବିମଲ କୁମାର ପଟେଲ
ଶୁଭ୍ରାଂଶୁ ମୋହନ ପାଢ଼ୀ
ଷ୍ଟେଟ ପ୍ରେସିଡେଣ୍ଟ, କିଷାନ ମୋର୍ଚ୍ଚା, ବିଜେପି, ଓଡିଶା



