ସେପ୍ଟେମ୍ବର ୨୨ ରୁ ବିଧାନସଭା ମୌସୁମୀ ଅଧିବେଶନ

ସେପ୍ଟେମ୍ବର ୨୨ ରୁ ବିଧାନସଭା ମୌସୁମୀ ଅଧିବେଶନ
Samaya Live News Picture
Published On

ଭୁବନେଶ୍ବର : ଆସନ୍ତା ୨୨ ତାରିଖରୁ ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ ତାରିଖରୁ ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ । ଏଥର ମୌସୁମୀ ଅଧିବେଶନରେ ରହିଛି ମୋଟ ୯ଟି କାର୍ଯ୍ୟ ଦିବସ । ଏଥି ମଧ୍ୟରୁ ଗୋଟିଏ ଦିନ ଛୁଟି ରହିଥିବା ବେଳେ ଦୁଇ ଦିନ ନୋ-ମିଟିଂ ଡେ’ ରହିଛି । ଚଳିତ ଥର ମୌସୁମୀ ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ରାଜ୍ୟ ସରକାର ବିଧାନସଭାକୁ ଆଣିବେ । 

Tags: