ମା'କୋଳରୁ ଶିଶୁ ଚୋରି ଅଭିଯୋଗ
ଖୋର୍ଦ୍ଧା : ରେଳ ଷ୍ଟେସନ୍ରୁ ପିଲା ଚାରି ଅଭିଯୋଗ ! ମା'କୋଳରେ ଶୋଇଥିବା ବେଳେ ଉଠାଇନେଇଛନ୍ତି ଦୁର୍ବୁତ୍ତ । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଷ୍ଟେସନ ୩ ନମ୍ବର ପ୍ଲାଟ୍ଫର୍ମରେ ଦମ୍ପତ୍ତି ଶୋଇଥିବା ବେଳେ ୪ ମାସର ଶିଶୁଟି ଚୋରି ହୋଇଯାଇଛି । ଏନେଇ ନିରାକାରପୁର GRP ରେ ମାମଲା ରୁଜୁ କରାଯାଇଛି । ଅଭିଯୋଗ ଆଧାରରେ ରେଳବାଇ ଜିଆରପି ପୁଲିସ୍ ତଦନ୍ତ ଜାରି ରଖିଛି।
Tags:




