୨୦ ମାସରେ ୫୪ ସାଂପ୍ରଦାୟିକ ଦଙ୍ଗା - ମୁଖ୍ୟମନ୍ତ୍ରୀ

୨୦ ମାସରେ ୫୪ ସାଂପ୍ରଦାୟିକ ଦଙ୍ଗା - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ । ରାଜ୍ୟରେ ୨୦ ମାସରେ ୫୪ ସାଂପ୍ରଦାୟିକ ଦଙ୍ଗା । ଆଜିଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭଦ୍ରକ ,ଦେବଗଡ଼ ମାଲକାନଗିରି , ଖୋର୍ଦ୍ଧା , ବାଲେଶ୍ୱରରେ ସାମ୍ପ୍ରଦାୟିକ ଦଙ୍ଗା ରେ ୫୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ । ଖୋର୍ଦ୍ଧା ଓ ବାଲେଶ୍ୱରରେ ସର୍ବାଧିକ ଭିଡ଼ ଜନିତ ହତ୍ୟା ହୋଇଥିବା ସୂଚନ ରହିଛି ।

ସମ୍ବନ୍ଧିତ ଖବର ଟ୍ରେନରୁ ରେଳଯାତ୍ରୀଙ୍କ ମୃତଦେହ ଉଦ୍ଧାର

Tags: