ରାଜ୍ୟର କ୍ଷତିରେ ଚାଲିଛି ୪୧ ଇକୋ ଟୁରିଜିମ୍ - ଜଙ୍ଗଲ ସୁରକ୍ଷା ମନ୍ତ୍ରୀ

ରାଜ୍ୟର କ୍ଷତିରେ ଚାଲିଛି ୪୧ ଇକୋ ଟୁରିଜିମ୍ - ଜଙ୍ଗଲ ସୁରକ୍ଷା ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ କ୍ଷତିରେ ଚାଲିଛି ୪୧ଟି ଇକୋ ଟୁରିଜିମ I ମୋଟ ୫୧ଟି ଡିଭିଜନରେ ରହିଛି ୫୧ଟି ଇକୋ ଟୁରିଜିମ୍ କ୍ଷେତ୍ର । ହେଲେ ସେଥି ମଧ୍ଯରୁ ମାତ୍ର ୧୦ଟି ଇକୋ ଟୁରିଜିମ୍‌କୁ ଛାଡ଼ିଦେଲେ ବାକି ସବୁ କ୍ଷତିରେ ଚାଲିଛି। ଏନେଇ ଆଜି ବିଧାନସଭା ଗୃହରେ ତଥ୍ଯ ରଖିଛନ୍ତି ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। 

ବିଧାନସଭା ୫ମ ଦିନରେ ଗୃହରେ ଆଜି ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ରହିଛି ପ୍ରଶ୍ନକାଳ। ଏଥି ସହିତ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ପ୍ରଶ୍ନକାଳ ରହିଛି । 

 

Tags: