୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ଗିରଫ୍

ରିପୋର୍ଟ: ଉମାକଲ୍ୟାଣ ମହାପାତ୍ର ଭଦ୍ରକ : ମେ ୩୧: କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ଭଦ୍ରକ ସହରାଞ୍ଚଳ ଥାନା ଚରମ୍ପା ଓଭରବ୍ରିଜ ନିକଟରେ ୨ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ୍‌ କରିଛନ୍ତି । ଗିରଫ ଦ୍ୱୟ ହେଲେ ବାଲିବିଲି ଗାଁର ଆଶୀଷ ମଲ୍ଲିକ ଓ ଦୋଳସାହି ଅଞ୍ଚଳର ବଂଶୀଧର ନାଥ । ଜଳେଶ୍ୱରରୁ ଏକ ବାଇକ୍‌ଯୋଗେ ଏହି ୨ଜଣ ୮୧ ଗ୍ରାମ ଓଜନର ବ୍ରାଉନ ସୁଗାର (ଯାହାର ମାର୍କେଟ ମୂଲ୍ୟ ୮ଲକ୍ଷ ଟଙ୍କା)ନେଇ […]

Samaya Live Picture
Published On

ରିପୋର୍ଟ: ଉମାକଲ୍ୟାଣ ମହାପାତ୍ର
ଭଦ୍ରକ : ମେ ୩୧: କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ଭଦ୍ରକ ସହରାଞ୍ଚଳ ଥାନା ଚରମ୍ପା ଓଭରବ୍ରିଜ ନିକଟରେ ୨ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ୍‌ କରିଛନ୍ତି । ଗିରଫ ଦ୍ୱୟ ହେଲେ ବାଲିବିଲି ଗାଁର ଆଶୀଷ ମଲ୍ଲିକ ଓ ଦୋଳସାହି ଅଞ୍ଚଳର ବଂଶୀଧର ନାଥ । ଜଳେଶ୍ୱରରୁ ଏକ ବାଇକ୍‌ଯୋଗେ ଏହି ୨ଜଣ ୮୧ ଗ୍ରାମ ଓଜନର ବ୍ରାଉନ ସୁଗାର (ଯାହାର ମାର୍କେଟ ମୂଲ୍ୟ ୮ଲକ୍ଷ ଟଙ୍କା)ନେଇ ଚରମ୍ପା ଓଭର ବ୍ରିଜ ନିକଟକରେ ପହଞ୍ଚିବା ମାତ୍ରେ ତାଙ୍କୁ ପୂର୍ବରୁ ଛକି ରହିଥିବା ଅବକାରୀ ବିଭାଗ ସ୍କ୍ୱାର୍ଡ ତାଙ୍କୁ କାବୁ କରିଥିଲା ।