Bhadrak News
ଜିଲ୍ଲା  ଓଡ଼ିଶା 

ଭଦ୍ରକ ଜିଲ୍ଲା ହସ୍ପିଟାଲର ଡାକ୍ତର କରୋନା ସଂକ୍ରମିତ; ୪୮ଘଣ୍ଟା ପାଇଁ ଓପିଡି ସିଲ୍

ଭଦ୍ରକ ଜିଲ୍ଲା ହସ୍ପିଟାଲର ଡାକ୍ତର କରୋନା ସଂକ୍ରମିତ; ୪୮ଘଣ୍ଟା ପାଇଁ ଓପିଡି ସିଲ୍ ଭଦ୍ରକ: ଅଗଷ୍ଟ ୮: (ଜିପ୍ର): ଭଦ୍ରକ ଜିଲ୍ଲାରେ ଜଣେ କରୋନା ଯୋଦ୍ଧା କରୋନାରେ ଶିକାର ହୋଇଛନ୍ତି । ଏହି ଯୋଦ୍ଧା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଳା ହସ୍ପିଟାଲର ଡାକ୍ତର । ତାଙ୍କର କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଳା ହସ୍ପିଟାଲର ଓପିଡି(ଆଉଟ୍‌ଡୋର)କୁ ୪୮ଘଣ୍ଟା ଲାଗି ସିଲ୍ କରାଯାଇଛି । ଓପିଡିରେ ସେବା ପାଉଥିବା ଲୋକଙ୍କୁ ସର୍ଜରୀ ଓ ଆଶୁ ଚିକିତ୍ସା ବିଭଗରେ ଚିକିତ୍ସା କରାଯିବ ବୋଲି ସିଡିଏମଓ ଡାକ୍ତର ସନ୍ତୋଷ ପାତ୍ର ସୂଚନା ଦେଇଛନ୍ତି । […]
Read More...
ଓଡ଼ିଶା 

କାନ୍ତକବିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସରକାରୀ ପ୍ରୟାସକୁ ସ୍ୱାଗତ

କାନ୍ତକବିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସରକାରୀ ପ୍ରୟାସକୁ ସ୍ୱାଗତ By Umakalyan Mohapatra ଭଦ୍ରକ,୧୨।୦୬(ଜିପ୍ର):କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରେରଣାଦାୟୀ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ପରାମର୍ଶ ଦେଇଥିଲେ । ତେବେ ସେଦିନ କେବଳ ଓଡିଶାରେ ନୁହେଁ ବରଂ ସମଗ୍ର ଭାରତ ଓ ଭାରତ ବାହାରେ ଥିବା ପ୍ରତ୍ୟେକଟି ପ୍ରବାସୀ ଓଡିଆ ଏହି କାଳଜୟୀ ସଙ୍ଗୀତକୁ ଗାନ କରି ନିଜକୁ ଅତ୍ୟନ୍ତ ଧନ୍ୟ ଓ କୃତାର୍ଥ ମନେ କରିଥିଲେ । ପରେ ଗତ […]
Read More...
ଓଡ଼ିଶା 

ଭଦ୍ରକରେ ପୁଣି ୧୧କରୋନା ପଜିଟିଭ, ମୋଟ ସଂଖ୍ୟା ୧୫୧ ସୁସ୍ଥ ହେଲେଣି ୧୨୩, ୨୮ ଚିକିତ୍ସାଧୀନ

ଭଦ୍ରକରେ ପୁଣି ୧୧କରୋନା ପଜିଟିଭ, ମୋଟ ସଂଖ୍ୟା ୧୫୧ ସୁସ୍ଥ ହେଲେଣି ୧୨୩, ୨୮ ଚିକିତ୍ସାଧୀନ ଭଦ୍ରକ,୦୮।୦୬(ଜିପ୍ର):ଆଜି ଜିଲ୍ଳାରେ ୧୧ଜଣ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧ରେ ପହଞ୍ଚିଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ତେବେ ଏଥି ମଧ୍ୟରୁ ୧୨୩ଜଣ ସୁସ୍ଥ ହୋଇଥିବା ବେଳେ ୨୮ଟି ଆକଫିଭ୍‌ କେଶ ରହିଛି । ‘ିହ୍ନଟ ପଜେଟିଭ୍‌ ମାନେ ବାହାର ରାଜ୍ୟ ଫେରନ୍ତା । ଏମାନଙ୍କ ମଧ୍ୟରେ ୩ଜଣ ପଶ୍ଚିମବଙ୍ଗ, ୨ଜଣ ଗୁଜରାଟ, ୨ଜଣ ମହାରାଷ୍ଟ୍ର, ଅନ୍ୟ ୪ ଆକ୍ରାନ୍ତମାନେ ତାମିଲନାଡୁ, ନୂଆଦିଲ୍ଲୀ […]
Read More...
ଓଡ଼ିଶା 

୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ଗିରଫ୍

୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ଗିରଫ୍ ରିପୋର୍ଟ: ଉମାକଲ୍ୟାଣ ମହାପାତ୍ର ଭଦ୍ରକ : ମେ ୩୧: କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ଭଦ୍ରକ ସହରାଞ୍ଚଳ ଥାନା ଚରମ୍ପା ଓଭରବ୍ରିଜ ନିକଟରେ ୨ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ୍‌ କରିଛନ୍ତି । ଗିରଫ ଦ୍ୱୟ ହେଲେ ବାଲିବିଲି ଗାଁର ଆଶୀଷ ମଲ୍ଲିକ ଓ ଦୋଳସାହି ଅଞ୍ଚଳର ବଂଶୀଧର ନାଥ । ଜଳେଶ୍ୱରରୁ ଏକ ବାଇକ୍‌ଯୋଗେ ଏହି ୨ଜଣ ୮୧ ଗ୍ରାମ ଓଜନର ବ୍ରାଉନ ସୁଗାର (ଯାହାର ମାର୍କେଟ ମୂଲ୍ୟ ୮ଲକ୍ଷ ଟଙ୍କା)ନେଇ […]
Read More...
ଓଡ଼ିଶା 

ତିହିଡି : କାନ୍ଥ ପଡି ୩ମାସର ଶିଶୁପୁତ୍ର ମୃତ : ଭାଙ୍ଗିଲା ଶହଶହ ଗଛ, ବିଜୁଳି ଖୁଣ୍ଟ ଓ କଚାଘର

ତିହିଡି : କାନ୍ଥ ପଡି ୩ମାସର ଶିଶୁପୁତ୍ର ମୃତ : ଭାଙ୍ଗିଲା ଶହଶହ ଗଛ, ବିଜୁଳି ଖୁଣ୍ଟ ଓ କଚାଘର Reported by Umakalyan Mohapatra ତିହିଡି:୨୦ ।୦୫(ସବ୍ୟୁ):ବାତ୍ୟା ‘ଆମ୍ପନ’ପ୍ରଭାବରେ ତିହିଡି ବ୍ଳକର ବିଶେଷ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ପ୍ରକୋପରେ ବ୍ଲକର ଶତାଧକ ଚାଳଛପର ଘର ଭାଙ୍ଗି ରୁଜି ଯାଇଥିବା ବେଳେ ଶହଶହ ବିରାଟକାୟ ଗଛ ଓ ବିଜୁଳି ଖୁଣ୍ଟ ଉପୁଡି ପଡିଛି । ତେବେ ବାତ୍ୟା ଦାଉରେ ଗତକାଲି ରାତିରେ ତିହିଡି ଥାନା ଅନ୍ତର୍ଗତ କାଁପଡା ପଞ୍ଚାୟତର ନୂଆକୂଳସାହି ଗାଁର ବଳରାମ ଦାସଙ୍କ ୩ମାସର ଶିଶୁପୁତ୍ର ଉପରେ ମାଟିକାନ୍ଥ ଭୂଷୁଡି ପଡିବାରୁ ତା’ର ଶୋଚନୀୟ ମୃତ୍ୟୁ […]
Read More...
ଓଡ଼ିଶା 

କ୍ୱାରେନଟାଇନ କେନ୍ଦ୍ରରେ ଅନ୍ତେବାସୀଙ୍କ ଅସ୍ୱାଭାବିକ ମୃତ୍ୟୁ; ସ୍ୱାବ ସଂଗ୍ରହ ନହେବା ନେଇ ପ୍ରଶ୍ନବାଚ

କ୍ୱାରେନଟାଇନ କେନ୍ଦ୍ରରେ ଅନ୍ତେବାସୀଙ୍କ ଅସ୍ୱାଭାବିକ ମୃତ୍ୟୁ; ସ୍ୱାବ ସଂଗ୍ରହ ନହେବା ନେଇ ପ୍ରଶ୍ନବାଚ By Umakalyan Mohapatra ଭଦ୍ରକ, ୧୯ ।୦୫(ଜିପ୍ର): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବୟାବନାପୁର ନୋଡାଲ ସ୍କୁଲରେ ଚାଲି ଥିôବା ପଞ୍ଚାୟତ ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିମଏମଓି) ଜଣେ କୋଲକତା ଫେରନ୍ତା ବୃଦ୍ଧ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଯାଇଥିôବା ଜଣାଯାଇଛି । ସଂପୃକ୍ତ ପଞ୍ଚାୟତ ଅନ୍ତର୍ଗତ ସରସଦା ଗାଁର ୭୨ ବର୍ଷୀୟ ବୃଦ୍ଧ ଦେବେନ୍ଦ୍ର ରାଉତ ଗତ ରବିବାର ରାତ୍ର ପ୍ରାୟ ୩ଟା ସମୟରେ କଲିକତାରୁ ଫେରି ପାହିମହୁରା ଶିଳ୍ପ ତାଲିମ କେନ୍ଦ୍ରରେ ପଞ୍ଜିକୃତ ହୋଇଥିଲେ । ସେଠାରେ […]
Read More...
ଓଡ଼ିଶା 

‘ଅମ୍ପାନ’ବାତ୍ୟା ପ୍ରସ୍ତୁତି ସମୀକ୍ଷା କଲେ ସଚିବ ଓ ଆଇଜି

‘ଅମ୍ପାନ’ବାତ୍ୟା ପ୍ରସ୍ତୁତି ସମୀକ୍ଷା କଲେ ସଚିବ ଓ ଆଇଜି Reported by Umakanyan Mohapatra ଭଦ୍ରକ,୧୯ ।୦୫(ଜିପ୍ର):ବାତ୍ୟା ‘ଅମ୍ଫାନ’କୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଜିଲ୍ଲା ପାଇଁ ନିଯୁକ୍ତ ବାତ୍ୟା ସୁପରିଚାଳନା ଅଧିକାରୀ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ । ବାତ୍ୟା ପାଇଁ ଜିଲ୍ଳା ପୁଲିସ ବିଭାଗର ସୁପରିଚାଳନା ପାଇଁ ନିଯୁକ୍ତ ଆଇଜି ଘନଶ୍ୟାମ ଉପାଧ୍ୟାୟ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଏସପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର (ସା), ଉପଜିଲ୍ଲାପାଳ ପୀତାମ୍ବର ସାମଲ ପ୍ରମୁଖ […]
Read More...
ଓଡ଼ିଶା 

ବାତ୍ୟା ‘ଆମ୍ପନ’ ଭୟ : ୨ଦିନରେ ୧୫ହଜାର ଲୋକ ସ୍ଥାନାନ୍ତର, ସତର୍କ ରହିବାକୁ ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତା

ବାତ୍ୟା ‘ଆମ୍ପନ’ ଭୟ : ୨ଦିନରେ ୧୫ହଜାର ଲୋକ ସ୍ଥାନାନ୍ତର, ସତର୍କ ରହିବାକୁ ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତା Reported by Umakalyan Mohapatra ଭଦ୍ରକ,୧୯ ।୦୫(ଜିପ୍ର):ଜିଲ୍ଳାର ହାଇଆଲର୍ଟରେ ଥିବା ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ର ଉପକୂଳବର୍ତ୍ତୀ ଅଞ୍ଚଳରେ ‘ଆମ୍ପନ‌’ର ପ୍ରଭାବରେ ବର୍ଷା ଓ ପବନ ଆରମ୍ଭ ହୋଇଛି । ସମୁଦ୍ର କୂଳବର୍ତ୍ତୀଞ୍ଚଳରେ ଥିବା ଝାଠିମାଟି, କଚା, ଆଜବେସଟେସ, ଟାଇଲ ଓ ଟିଣ ଘରେ ଥିବା ପରିବାରକୁ ବାତ୍ୟା ଆଶ୍ରୟସ୍ଥଳୀ ଓ ନିରାପଦ ସ୍ଥାନ(ସ୍କୁଲ)କୁ ଯିବାପାଇଁ ବିଡିଓ ଓ ତହସିଲଦାରମାନଙ୍କ ଜରିଆରେ ଆଜି ଉଦ୍ୟମ ଜାରୀ ରହିଛି । ଏନଡିଆରଏଫ ଟିମ୍ ଡାକବାଜୀ ଯନ୍ତ୍ରରେ ଲୋକମାନଙ୍କୁ […]
Read More...
ସ୍ୱାସ୍ଥ  ଓଡ଼ିଶା 

ଭଦ୍ରକ ଜିଲ୍ଲାରେ ପୁଣି ୨୧ କରୋନା ପଜିଟିଭ୍‌, ଅକ୍ରାନ୍ତଙ୍କ ସଂଖ୍ୟା ୯୫ ଛୁଇଁଲା

ଭଦ୍ରକ ଜିଲ୍ଲାରେ ପୁଣି ୨୧ କରୋନା ପଜିଟିଭ୍‌,  ଅକ୍ରାନ୍ତଙ୍କ ସଂଖ୍ୟା ୯୫ ଛୁଇଁଲା Reported by Uma Kalyan Mohapatra ଭଦ୍ରକ,୧୯ ।୦୫(ଜିପ୍ର):ଆଜି ଭଦ୍ରକ ଜିଲ୍ଲାରେ ପୁଣି ୨୧ ଜଣ କରୋନା ଆକାନ୍ତଙ୍କ ଚିହ୍ନଟ ହୋଇଛି । ଫଳରେ ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ୍ ସଂଖ୍ୟା ୯୫ କୁ ଛୁଇଁଛି । ସବୁ ଆକାନ୍ତମାନେ ପ୍ରବାସୀ ଓଡିଆ । ପ୍ରକାଶ ଥାଉକି : ଗତ ୧୭ତାରିଖ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୨୮ରେ ଥିଲା ଓ ଜିଲ୍ଳାରେ ପ୍ରଥମ ଥର ଲାଗି ଚାନ୍ଦବାଲି ବ୍ଲକରେ ୫ ଜଣ କରୋନା ଆକାନ୍ତ ଚିହ୍ନଟ […]
Read More...
ଓଡ଼ିଶା 

ମହାବାତ୍ୟା ରୂପ ନେଉଛି ‘ଅମ୍ପାନ’: ସମୁଦ୍ରକୂଳିଆ ଧାମରା ଅଞ୍ଚଳରୁ ୭୭୨୭ଲୋକଙ୍କୁ ସ୍ଥାନାନ୍ତର

ମହାବାତ୍ୟା ରୂପ ନେଉଛି  ‘ଅମ୍ପାନ’:  ସମୁଦ୍ରକୂଳିଆ ଧାମରା ଅଞ୍ଚଳରୁ ୭୭୨୭ଲୋକଙ୍କୁ ସ୍ଥାନାନ୍ତର Report by Uma Kalyan Mohapatra ଭଦ୍ରକ,୧୮ ।୦୫(ଜିପ୍ର): ବାତ୍ୟା ‘ଅମ୍ପାନ’ ମହାବାତ୍ୟାର ରୂପ ନେବା ପରେ ହାଇ ଆଲର୍ଟ ଜୋନରେ ଥିବା ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ପରିସ୍ଥିତିର ସୁପରିଚାଳନା ନେଇ ରାଜ୍ୟ ସରକାର ପୂର୍ବ ଅଭିଜ୍ଞତା ଥିବା ବରିଷ୍ଠ ପ୍ରଶାସକ ସୁଶୀଲ ଲୋହାନୀଙ୍କୁ ଭଦ୍ରକକୁ ପଠାଇଛନ୍ତି । ସେହିପରି ଉଦ୍ଧାର କାର୍ଯ୍ୟ ନିମନ୍ତେ ୨ଏନଡିଆରଏଫ ଟିମ ଚାନ୍ଦବାଲି ଓ ଧାମରାକୁ ପଠାଯାଇଥିବା ବେଳେ ୨ଓଡରାଫ୍ ଟିମକୁ ବାସୁଦେବପୁର […]
Read More...

Advertisement