୨୪ ଘଂଟା ରେ ୧୭୦ କରୋନା ସଂକ୍ରମିତ ଚିହ୍ନଟ; ଓଡ଼ିଶାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୬୩୫୦ କୁ ବୃଦ୍ଧି

ଭୁବନେଶ୍ୱର: ଜୁନ ୨୭: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ ୧୪୩ ଜଣ Quarantine ରେ ଥିଲେ ଏବଂ ୨୭ ଟି local contact case I ଗଂଜାମ ଜିଲ୍ଲାରୁ ସର୍ବାଧିକ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ଖୋର୍ଦ୍ଧା ରୁ ୧୯, କଟକ ରୁ ୧୪, ଗଜପତି ରୁ ୧୬, ଯାଜପୁର ରୁ ୩, ପୁରୀ ରୁ ୬, କେନ୍ଦ୍ରାପଡ଼ା ରୁ ୬, […]

Samaya Live Picture
Published On

ଭୁବନେଶ୍ୱର: ଜୁନ ୨୭: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ ୧୪୩ ଜଣ Quarantine ରେ ଥିଲେ ଏବଂ ୨୭ ଟି local contact case I ଗଂଜାମ ଜିଲ୍ଲାରୁ ସର୍ବାଧିକ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ଖୋର୍ଦ୍ଧା ରୁ ୧୯, କଟକ ରୁ ୧୪, ଗଜପତି ରୁ ୧୬, ଯାଜପୁର ରୁ ୩, ପୁରୀ ରୁ ୬, କେନ୍ଦ୍ରାପଡ଼ା ରୁ ୬, ନୟାଗଡ ରୁ ୩, ବରଗଡ ରୁ ୧, ମାଲକାନଗିରି ରୁ ୫, ସମ୍ବଲପୁର ରୁ ୨, ରାୟଗଡା ରୁ ୧୬, ନବରଙ୍ଗପୁର ରୁ ୧୯ ଏବଂ କୋରାପୁଟ ରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
NDRF ର ଜଣେ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
ଏହାକୁ ମିଶାଇ, ଓଡ଼ିଶାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩୫୦ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ, ଆଜି ଗଂଜାମ ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ କରୋନା ରୋଗୀ ଙ୍କର ମୃତ୍ୟୁ ହେଇଛି I ସେ Hypertension ଏବଂ Diabetes ରୋଗରେ ମଧ୍ୟ ପୀଡିତ ଥିଲେ I