ରାଜ୍ୟରେ ୨୦୬ ନୂଆ କୋବିଦ ପଜିଟିଭ; ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ କୁ ବୃଦ୍ଧି

ଭୁବନେଶ୍ୱର : ଜୁନ ୩୦: ରାଜ୍ୟରେ ୨୦୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଲେ I ମାଲକାନଗିରି ରୁ ସର୍ବାଧିକ ୩୬ ଜଣ ଚିହ୍ନଟ ହେଇଥିବାବେଳେ, ଯାଜପୁର ରୁ ୨୮, କୋରାପୁଟ ରୁ ୧୮, ଜଗତସିଂହପୁର ରୁ ୧୭, କଟକ ରୁ ୧୭, ବଲାଙ୍ଗୀର ରୁ ୧୬,ଦେଓଗଡ ରୁ ୧୫, ମୟୁରଭଞ୍ଜ ରୁ ୭, ଖୋର୍ଦ୍ଧା ରୁ ୭, କେନ୍ଦୁଝର ରୁ ୬, କେନ୍ଦ୍ରାପଡ଼ା ରୁ ୪ , ଅନୁଗୁଳ ରୁ ୬, ବାଲେଶ୍ୱର ରୁ […]

Samaya Live Picture
Published On

ଭୁବନେଶ୍ୱର : ଜୁନ ୩୦: ରାଜ୍ୟରେ ୨୦୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଲେ I ମାଲକାନଗିରି ରୁ ସର୍ବାଧିକ ୩୬ ଜଣ ଚିହ୍ନଟ ହେଇଥିବାବେଳେ, ଯାଜପୁର ରୁ ୨୮, କୋରାପୁଟ ରୁ ୧୮, ଜଗତସିଂହପୁର ରୁ ୧୭, କଟକ ରୁ ୧୭, ବଲାଙ୍ଗୀର ରୁ ୧୬,ଦେଓଗଡ ରୁ ୧୫, ମୟୁରଭଞ୍ଜ ରୁ ୭, ଖୋର୍ଦ୍ଧା ରୁ ୭, କେନ୍ଦୁଝର ରୁ ୬, କେନ୍ଦ୍ରାପଡ଼ା ରୁ ୪ , ଅନୁଗୁଳ ରୁ ୬, ବାଲେଶ୍ୱର ରୁ ୫, ଢେଙ୍କାନାଳ ରୁ ୪, ସମ୍ବଲପୁର ରୁ ୪, ଭଦ୍ରକ ରୁ ୪, ଗଂଜାମ ରୁ ୩, ଝାରସୁଗୁଡା ରୁ ୩, ସୁନ୍ଦରଗଡ ରୁ ୨ ଏବଂ ପୁରୀ, ନୟାଗଡ ଓ ବୌଦ ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏ ନ ଡି ଆର ଅଫ ର ଜଣେ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
୨୦୬ ଜଣ ଙ୍କ ମଧ୍ୟରୁ, ୧୯୨ ଜଣ କ୍ଵାରାଣ୍ଟIଇନ ରେ ଥିବାବେଳେ, ୧୪ ଜଣ ଲୋକାଲ କେଶ I
ଓଡ଼ିଶାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୭୦୬୫ କୁ ବୃଦ୍ଧି ପାଇଲା I