ମନ୍ତ୍ରୀ,ବିଧାୟକଙ୍କ ଦରମା ବୃଦ୍ଧି ହେବ !
By: Samaya Live News
ଭୁବନେଶ୍ୱର : ମନ୍ତ୍ରୀ ଏବଂ ବିଧାୟକଙ୍କ ବଢିବ ଦରମା । ମନ୍ତ୍ରୀ,ବିଧାୟକଙ୍କ ସହିତ ବାଚସ୍ପତି ଏବଂ ଉପବାଚସ୍ପତିଙ୍କର ଦରମା ବୃଦ୍ଧି ହେବ । ସେହିପରି ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ପେନସନ ବଢିବ । ଏନେଇ ଗୃହରେ ଗୁରୁତ୍ତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ ହେବ । ବିଲ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେହିପରି ବିଧାନସଭାରେ ଆଜି ବନ୍ଦେ ମାତରମ ସଙ୍ଗୀତକୁ ନେଇ ସଂକଳ୍ପ ଆଣିବେ ସରକାର ।
Tags:


