ପାଠ୍ୟ ପୁସ୍ତକ ତ୍ରୁଟି, କ୍ରାଇମବ୍ରାଞ୍ଚ ରେ ହାଜର ହେଲେ ୨ପ୍ରିଣ୍ଟର ସଂସ୍ଥାର ମାଲିକ

ପାଠ୍ୟ ପୁସ୍ତକ ତ୍ରୁଟି, କ୍ରାଇମବ୍ରାଞ୍ଚ ରେ ହାଜର ହେଲେ ୨ପ୍ରିଣ୍ଟର ସଂସ୍ଥାର ମାଲିକ
Samaya Live News Picture
Published On

ଭୁବନେଶ୍ୱର :ଭୁବନେଶ୍ୱର : ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ତଦନ୍ତ ଜୋର କରିଛି କ୍ରାଇମବ୍ରାଞ୍ଚ ଇ ଆଜି କ୍ରାଇମବ୍ରାଞ୍ଚ ରେ ହାଜର ହେବା ପାଇଁ ୨ ପ୍ରିଣ୍ଟର ସଂସ୍ଥାର ମାଲିକଙ୍କୁ ନୋଟିସ ଯାଇ କରାଯାଇଛି । ଜଗନ୍ନାଥ ଓ ନୀଳକଣ୍ଠ ପ୍ରିଣ୍ଟର ସଂସ୍ଥାର ମାଲିକଙ୍କୁ ଆଜି ଜେରା କରିବ କ୍ରାଇମବ୍ରାଞ୍ଚ । ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ସ୍କାନରରେ ଅଛନ୍ତି ୨୦୦ରୁ ଅଧିକ । ପୂର୍ବରୁ ସସରତ ର ପୂର୍ବତନ ନିର୍ଦେଶକ ମନୋଜ ପାଢ଼ୀ ଗିରଫ ହୋଇଥିଲେ ।

Tags: