ଓଡ଼ିଶାରେ ୧୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର: ଜୁଲାଇ ୧୬: ଗତ ୨୪ ଘଂଟାରେ, ରାଜ୍ୟରେ ୪୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ମୋଟ ସଂକ୍ରାମିତଙ୍କ ସଂଖ୍ୟା ୧୫,୩୯୨ କୁ ବୃଦ୍ଧି ପାଇଛି I ଗଂଜାମ ରେ ସର୍ବାଧିକ ୨୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ଖୋର୍ଦ୍ଧା ରେ ୬୪, କଟକରେ ୩୮, ବାଲେଶ୍ୱର ରେ ୨୧, ନୟାଗଡ ରେ ୧୬, ଯାଜପୁର ରେ ୧୫, ମୟୁରଭଞ୍ଜ ରେ ୧୪, କେନ୍ଦ୍ରାପଡ଼ା ରେ ୧୧, କେନ୍ଦୁଝର ଓ ସୁନ୍ଦେରଗଡ […]
ଭୁବନେଶ୍ୱର: ଜୁଲାଇ ୧୬: ଗତ ୨୪ ଘଂଟାରେ, ରାଜ୍ୟରେ ୪୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ମୋଟ ସଂକ୍ରାମିତଙ୍କ ସଂଖ୍ୟା ୧୫,୩୯୨ କୁ ବୃଦ୍ଧି ପାଇଛି I
ଗଂଜାମ ରେ ସର୍ବାଧିକ ୨୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ଖୋର୍ଦ୍ଧା ରେ ୬୪, କଟକରେ ୩୮, ବାଲେଶ୍ୱର ରେ ୨୧, ନୟାଗଡ ରେ ୧୬, ଯାଜପୁର ରେ ୧୫, ମୟୁରଭଞ୍ଜ ରେ ୧୪, କେନ୍ଦ୍ରାପଡ଼ା ରେ ୧୧, କେନ୍ଦୁଝର ଓ ସୁନ୍ଦେରଗଡ ରେ ୧୦ ଜଣ ଲେଖାଏଁ, ନୂଆପଡା ରେ ୯ ଜଣ, ଭଦ୍ରକ ଓ ପୁରୀ ରେ ୭ ଜଣ ଲେଖାଏଁ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ସମ୍ବଲପୁର ରେ ୪ ଜଣ ଲେଖାଏଁ, ବଲାଙ୍ଗୀର ରେ ୩ ଜଣ, ବୌଦ ଓ କନ୍ଧମାଳ ରେ ୨ ଜଣ ଲେଖାଏଁ ଏବଂ ରାୟଗଡା, ଜଗତସିଂହପୁର ଓ ଅନୁଗୁଳ ରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୪୯୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ, ୩୨୨ ଜଣ quarantine ରେ ଥିଲେ ଏବଂ ୧୭୨ ଜଣ ଲୋକାଲ କେଶ I




