ଓଡ଼ିଶାରେ ପୁଣି ସୁସ୍ଥ ହେଲେ ୮୭୮ ଜଣ କରୋନା ଆକ୍ରାନ୍ତ : ଏ ପର୍ଯ୍ୟନ୍ତ ମୋଟ ସୁସ୍ଥ ହେଲେଣି ୧୮,୯୩୮ ଜଣ

ଭୁବନେଶ୍ୱର:ଜୁଲାଇ ୨୯:ଜୁଲାଇ ୨୯ ତାରିଖରେ ଓଡ଼ିଶାରେ ୮୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ୧୮ ହଜାର ୯୩୮ ଜଣ ସୁସ୍ଥ ହେଲେ I ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୩୯୬ ଜଣ ସୁସ୍ଥ ହେଇଥିବା ବେଳେ ଖୋର୍ଦ୍ଧା ରୁ ୧୧୪ ଜଣ, ଗଜପତି ରୁ ୪୯ ଜଣ, ଜଗତସିଂହପୁର ରୁ ୪୪ ଜଣ, କୋରାପୁଟ ରୁ ୩୫ ଜଣ, ବାଲେଶ୍ୱର ରୁ ୩୩ ଜଣ, କନ୍ଧମାଳ ରୁ […]

Samaya Live Picture
Published On

ଭୁବନେଶ୍ୱର:ଜୁଲାଇ ୨୯:ଜୁଲାଇ ୨୯ ତାରିଖରେ ଓଡ଼ିଶାରେ ୮୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ୧୮ ହଜାର ୯୩୮ ଜଣ ସୁସ୍ଥ ହେଲେ I
ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୩୯୬ ଜଣ ସୁସ୍ଥ ହେଇଥିବା ବେଳେ ଖୋର୍ଦ୍ଧା ରୁ ୧୧୪ ଜଣ, ଗଜପତି ରୁ ୪୯ ଜଣ, ଜଗତସିଂହପୁର ରୁ ୪୪ ଜଣ, କୋରାପୁଟ ରୁ ୩୫ ଜଣ, ବାଲେଶ୍ୱର ରୁ ୩୩ ଜଣ, କନ୍ଧମାଳ ରୁ ୨୯ ଜଣ, ଅନୁଗୁଳ ରୁ ୨୬ ଜଣ, କେନ୍ଦୁଝର ରୁ ୨୩ ଜଣ, ନୟାଗଡ ରୁ ୧୬ ଜଣ, କଟକ ଓ ସୁନ୍ଦରଗଡ ରୁ ୧୪ ଜଣ ଲେଖାଏଁ , ଭଦ୍ରକ ରୁ ୧୩ ଜଣ, ମାଲକାନଗିରି ରୁ ୧୧ ଜଣ, ଯାଜପୁର ରୁ ୧୦ ଜଣ, କେନ୍ଦ୍ରାପଡ଼ା ରୁ ୮ ଜଣ, ବରଗଡ, ବୌଦ ଓ ଢେଙ୍କାନାଳ ରୁ ୭ ଜଣ ଲେଖାଏଁ , ଝାରସୁଗୁଡା ରୁ ୫ ଜଣ, ବଲାଙ୍ଗୀର ଓ ପୁରୀ ରୁ ୪ ଜଣ ଲେଖାଏଁ , ନୂଆପଡା ଓ ରାୟଗଡା ରୁ ୩ ଜଣ ଲେଖାଏଁ , ମୟୁରଭଞ୍ଜ ରୁ ୨ ଜଣ ଏବଂ ସମ୍ବଲପୁର ରୁ ଜଣେ ସୁସ୍ଥ ହେଇଛନ୍ତି I