ଓଡ଼ିଶାରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୫୦୦୦ ଟପିଲା; ଗୋଟିଏ ଦିନରେ ୩୦୪ ଚିହ୍ନଟ

ଭୁବନେଶ୍ୱର: ଜୁନ ୨୧: ରାଜ୍ୟରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ I ୨୪ ଘଂଟାରେ, ୩୦୪ ଜଣ କରୋନା ରୋଗୀ ଚିହ୍ନଟ ହେଲେ ଓଡ଼ିଶାରେ I ଗଜପତି ଜିଲ୍ଲାରେ ସର୍ବାଧିକ ୪୭ ଜଣ, ଗଂଜାମ ରେ ୪୦ ଜଣ, ଜଗତସିଂହପୁର ରେ ୨୯ ଜଣ, ଝାରସୁଗୁଡା ରେ ୨୫ ଜଣ, ଯାଜପୁର ରେ ୨୧ ଜଣ, ବାଲେଶ୍ୱର ରେ ୧୭ ଜଣ,ବରଗଡ ରେ ୧୪ ଜଣ, କଟକ ରେ ୧୩ ଜଣ, କନ୍ଧମାଳ ରେ […]

Samaya Live Picture
Published On

ଭୁବନେଶ୍ୱର: ଜୁନ ୨୧: ରାଜ୍ୟରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ I ୨୪ ଘଂଟାରେ, ୩୦୪ ଜଣ କରୋନା ରୋଗୀ ଚିହ୍ନଟ ହେଲେ ଓଡ଼ିଶାରେ I ଗଜପତି ଜିଲ୍ଲାରେ ସର୍ବାଧିକ ୪୭ ଜଣ, ଗଂଜାମ ରେ ୪୦ ଜଣ, ଜଗତସିଂହପୁର ରେ ୨୯ ଜଣ, ଝାରସୁଗୁଡା ରେ ୨୫ ଜଣ, ଯାଜପୁର ରେ ୨୧ ଜଣ, ବାଲେଶ୍ୱର ରେ ୧୭ ଜଣ,ବରଗଡ ରେ ୧୪ ଜଣ, କଟକ ରେ ୧୩ ଜଣ, କନ୍ଧମାଳ ରେ ୧୨ ଜଣ, ଭଦ୍ରକ ରେ ୧୧ ଜଣ, ମୟୁରଭଞ୍ଜ ରେ ୬ ଜଣ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ରେ ୫ ଜଣ ଲେଖାଏଁ, ସୋନପୁର ରେ ୪ ଜଣ, ପୁରୀ ଓ ନୟାଗଡ ରେ ୩ ଜଣ ଲେଖାଏଁ, ମାଲକାନଗିରି ଓ ସମ୍ବଲପୁର ରେ ୨ ଜଣ ଲେଖାଏଁ ଏବଂ ବଲାଙ୍ଗୀର, ସୁନ୍ଦରଗଡ ଓ ଢେଙ୍କାନାଳ ରେ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ଅଃମ୍ପନ ଡିଉଟି ରେ ପଶ୍ଚିମବଙ୍ଗ ଯାଇଥିବା, ଏନଡିଆରଏଫ/ଅଗ୍ନିଶମ ବିଭାଗ ର ୪୨ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
୩୦୪ ଜଣ ଙ୍କ ମଧ୍ୟରୁ, ୨୭୨ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ୩୨ ଜଣ ସ୍ଥାନୀୟ ଅଂଚଳର I
ଏହାକୁ ମିଶାଇ, ଓଡ଼ିଶାରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୫୧୬୦ କୁ ବୃଦ୍ଧି ପାଇଛି I