Odisha five thousand corona case
ଓଡ଼ିଶା 

ଓଡ଼ିଶାରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୫୦୦୦ ଟପିଲା; ଗୋଟିଏ ଦିନରେ ୩୦୪ ଚିହ୍ନଟ

ଓଡ଼ିଶାରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୫୦୦୦ ଟପିଲା; ଗୋଟିଏ ଦିନରେ ୩୦୪ ଚିହ୍ନଟ ଭୁବନେଶ୍ୱର: ଜୁନ ୨୧: ରାଜ୍ୟରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ I ୨୪ ଘଂଟାରେ, ୩୦୪ ଜଣ କରୋନା ରୋଗୀ ଚିହ୍ନଟ ହେଲେ ଓଡ଼ିଶାରେ I ଗଜପତି ଜିଲ୍ଲାରେ ସର୍ବାଧିକ ୪୭ ଜଣ, ଗଂଜାମ ରେ ୪୦ ଜଣ, ଜଗତସିଂହପୁର ରେ ୨୯ ଜଣ, ଝାରସୁଗୁଡା ରେ ୨୫ ଜଣ, ଯାଜପୁର ରେ ୨୧ ଜଣ, ବାଲେଶ୍ୱର ରେ ୧୭ ଜଣ,ବରଗଡ ରେ ୧୪ ଜଣ, କଟକ ରେ ୧୩ ଜଣ, କନ୍ଧମାଳ ରେ […]
Read More...

Advertisement