ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି
ଭୁବନେଶ୍ୱର: ଜୁନ ୨୧: ଓଡ଼ିଶାରେ ଦୁଇଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଛି I ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ବରଗଡ ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ହେଇଛି I ସେ ମଧ୍ୟ ଦୀର୍ଘ ଦିନ ଧରି ମଧୁମେହ ରୋଗରେ ପୀଡିତ ଥିଲେ I ଆଉ ଜଣେ ୪୯ ବର୍ଷ ବୟସ୍କ କରୋନା ସଂକ୍ରମିତ ବ୍ୟକ୍ତିଙ୍କର […]
ଭୁବନେଶ୍ୱର: ଜୁନ ୨୧: ଓଡ଼ିଶାରେ ଦୁଇଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଛି I ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ବରଗଡ ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ହେଇଛି I ସେ ମଧ୍ୟ ଦୀର୍ଘ ଦିନ ଧରି ମଧୁମେହ ରୋଗରେ ପୀଡିତ ଥିଲେ I
ଆଉ ଜଣେ ୪୯ ବର୍ଷ ବୟସ୍କ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ମଧ୍ୟ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେଇଛି I ସେ ଗଂଜାମ ଜିଲ୍ଲାର ବାସିନ୍ଦା ଏବଂ ଆଗରୁ ଫୁସଫୁସ ଜନିତ ରୋଗରେ ପୀଡିତ ଥିଲେ I
ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି ପାଇଛି I
Regret to inform that a 76 year old Covid positive Male of Bargarh district passed away while under treatment in hospital. He was also suffering from diabetes for long.
— H & FW Dept Odisha (@HFWOdisha) June 21, 2020
Another Covid positive 49 year old Male patient of Ganjam district passed away in hospital. He was also a patient of Chronic Obstructive Pulmonary Disease.
— H & FW Dept Odisha (@HFWOdisha) June 21, 2020




