ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୬୨୪ କୁ ବୃଦ୍ଧି
ଭୁବନେଶ୍ୱର: ଜୁଲାଇ ୮: ଓଡ଼ିଶାରେ ୨୪ ଘଂଟାରେ ୫୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଂଜାମ ରେ ସର୍ବାଧିକ ୨୧୫ ଜଣ, ସୁନ୍ଦରଗଡ ରେ ୭୮ ଜଣ, ଖୋର୍ଦ୍ଧା ରେ ୫୦ ଜଣ, ବାଲେଶ୍ୱର ରେ ୨୬ ଜଣ, ଯାଜପୁର ରେ ୨୫ ଜଣ, ବଲାଙ୍ଗୀର ରେ ୨୧ ଜଣ, ନୟାଗଡ ରେ ୧୮ ଜଣ, କଟକ ରେ ୧୭ ଜଣ, ପୁରୀ ରେ ୧୬ ଜଣ, ମୟୁରଭଞ୍ଜ ରେ ୧୦ ଜଣ, କେନ୍ଦୁଝର […]
ଭୁବନେଶ୍ୱର: ଜୁଲାଇ ୮: ଓଡ଼ିଶାରେ ୨୪ ଘଂଟାରେ ୫୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଂଜାମ ରେ ସର୍ବାଧିକ ୨୧୫ ଜଣ, ସୁନ୍ଦରଗଡ ରେ ୭୮ ଜଣ, ଖୋର୍ଦ୍ଧା ରେ ୫୦ ଜଣ, ବାଲେଶ୍ୱର ରେ ୨୬ ଜଣ, ଯାଜପୁର ରେ ୨୫ ଜଣ, ବଲାଙ୍ଗୀର ରେ ୨୧ ଜଣ, ନୟାଗଡ ରେ ୧୮ ଜଣ, କଟକ ରେ ୧୭ ଜଣ, ପୁରୀ ରେ ୧୬ ଜଣ, ମୟୁରଭଞ୍ଜ ରେ ୧୦ ଜଣ, କେନ୍ଦୁଝର ରେ ୭ ଜଣ, କୋରାପୁଟ ରେ ୬ ଜଣ, କେନ୍ଦ୍ରାପଡ଼ା ରେ 5 ଜଣ, ସୋନପୁର ରେ ୫ ଜଣ, ଜଗତସିଂହପୁର, ଝାରସୁଗୁଡା ଓ ନୂଆପଡା ରେ ୪ ଜଣ ଲେଖାଏଁ, ଗଜପତି, ମାଲକାନଗିରି ଓ ନବରଙ୍ଗପୁର ରେ ୩ ଜଣ ଲେଖାଏଁ, ଭଦ୍ରକ ରେ ୨ ଜଣ ଏବଂ ବରଗଡ, ଅନୁଗୁଳ, ଢେଙ୍କାନାଳ, ରାୟଗଡା ଓ ସମ୍ବଲପୁର ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଚିହ୍ନଟ ହେଇଥିବା ୫୨୭ ଜଣଙ୍କ ମଧ୍ୟରୁ, ୩୩୮ ଜଣ quarantine ରେ ଥିଲେ ଏବଂ ୧୮୯ ଜଣ local contact case I
ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୦,୬୨୪ କୁ ବୃଦ୍ଧି ପାଇଛି I




