ଓଡ଼ିଶାରେ ଏ ପର୍ଯ୍ୟନ୍ତ ସୁସ୍ଥ ହେଇଛନ୍ତି ୨୫,୭୩୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଅଗଷ୍ଟ ୫: ଓଡ଼ିଶାରେ ଆଜି ୧,୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ମୋଟ ୨୫,୭୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଗଂଜାମ ରୁ ୪୮୫ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୨୫, ସୁନ୍ଦରଗଡ ରୁ ୧୨୨,ସମ୍ବଲପୁର ରୁ ୧୦୭, ପୁରୀ ରୁ ୭୫, ମୟୁରଭଞ୍ଜ ରୁ ୪୩, କଟକ ରୁ ୪୦, ଜଗତସିଂହପୁର ରୁ ୨୯, କନ୍ଧମାଳ ରୁ ୨୮, ବାଲେଶ୍ୱର ରୁ […]

Samaya Live Picture
Published On

ଭୁବନେଶ୍ୱର: ଅଗଷ୍ଟ ୫: ଓଡ଼ିଶାରେ ଆଜି ୧,୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ମୋଟ ୨୫,୭୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ଗଂଜାମ ରୁ ୪୮୫ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୨୫, ସୁନ୍ଦରଗଡ ରୁ ୧୨୨,ସମ୍ବଲପୁର ରୁ ୧୦୭, ପୁରୀ ରୁ ୭୫, ମୟୁରଭଞ୍ଜ ରୁ ୪୩, କଟକ ରୁ ୪୦, ଜଗତସିଂହପୁର ରୁ ୨୯, କନ୍ଧମାଳ ରୁ ୨୮, ବାଲେଶ୍ୱର ରୁ ୨୭, ବଲାଙ୍ଗୀର ରୁ ୨୪, କୋରାପୁଟ ରୁ ୨୨, ଅନୁଗୁଳ ରୁ ୨୦, ନବରଙ୍ଗପୁର ରୁ ୧୮, ଗଜପତି ରୁ ୧୬,ନୟାଗଡ ରୁ ୧୪, କେନ୍ଦ୍ରାପଡ଼ା ରୁ ୧୨, ମାଲକାନଗିରି ରୁ ୧୧, ଭଦ୍ରକ ରୁ ୧୦, କଳାହାଣ୍ଡି ରୁ ୮, ନୂଆପଡା ରୁ ୬, ଯାଜପୁର ରୁ ୫, ଢେଙ୍କାନାଳ ରୁ ୪, ଝାରସୁଗୁଡା ରୁ ୩ ଏବଂ କେନ୍ଦୁଝର ରୁ ଜଣେ ସୁସ୍ଥ ହେଇଛନ୍ତି I