ଆଜି ସୁସ୍ଥହେଲେ ୨୦୩ ଜଣ କରୋନା ଆକ୍ରାନ୍ତ; ଓଡ଼ିଶାରେ ମୋଟ ସୁସ୍ଥ ହେଇସାରିଲେଣି ୫୭୦୫ ଜଣ

ଭୁବନେଶ୍ୱର: ଜୁଲାଇ ୦୩: ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଗଂଜାମ ରୁ ସର୍ବାଧିକ ୩୮ ଜଣ, ଖୋର୍ଦ୍ଧା ରୁ ୩୭ ଜଣ, ଗଜପତି ରୁ ୧୯ ଜଣ, କଟକ ରୁ ୧୮ ଜଣ, ଜଗତସିଂହପୁର ରୁ ୧୮ ଜଣ, ସମ୍ବଲପୁର ରୁ ୧୨ ଜଣ, ସୁନ୍ଦରଗଡ ରୁ ୧୨ ଜଣ, ଢେଙ୍କାନାଳ ରୁ ୧୦ ଜଣ, ଯାଜପୁର ରୁ ୮ ଜଣ, ବରଗଡ ରୁ ୭ ଜଣ, ମୟୁରଭଞ୍ଜ ରୁ ୬ ଜଣ, […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୦୩: ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଗଂଜାମ ରୁ ସର୍ବାଧିକ ୩୮ ଜଣ, ଖୋର୍ଦ୍ଧା ରୁ ୩୭ ଜଣ, ଗଜପତି ରୁ ୧୯ ଜଣ, କଟକ ରୁ ୧୮ ଜଣ, ଜଗତସିଂହପୁର ରୁ ୧୮ ଜଣ, ସମ୍ବଲପୁର ରୁ ୧୨ ଜଣ, ସୁନ୍ଦରଗଡ ରୁ ୧୨ ଜଣ, ଢେଙ୍କାନାଳ ରୁ ୧୦ ଜଣ, ଯାଜପୁର ରୁ ୮ ଜଣ, ବରଗଡ ରୁ ୭ ଜଣ, ମୟୁରଭଞ୍ଜ ରୁ ୬ ଜଣ, ରାୟଗଡା ରୁ ୫ ଜଣ, ବାଲେଶ୍ୱର ଓ କନ୍ଧମାଳ ରୁ ୩ ଜଣ ଲେଖାଏଁ, ପୁରୀ ରୁ ୨ ଜଣ ଏବଂ ଦେଓଗଡ, ଝାରସୁଗୁଡା, ମାଲକାନଗିରି, କେନ୍ଦୁଝର ଓ ନବରଙ୍ଗପୁର ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ ଓଡ଼ିଶାରେ ଏ ପର୍ଯ୍ୟନ୍ତ ସୁସ୍ଥହେଲେଣି ୫୭୦୫ ଜଣ I ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ ରେ ପହଂଚିଛି I
ଏବେ ଚିକିତ୍ସାଧୀନ ଅଛନ୍ତି ୨୩୬୪ ଜଣ I