COVID recovery in Odsiha
ଓଡ଼ିଶା 

ଆଜି ସୁସ୍ଥହେଲେ ୨୦୩ ଜଣ କରୋନା ଆକ୍ରାନ୍ତ; ଓଡ଼ିଶାରେ ମୋଟ ସୁସ୍ଥ ହେଇସାରିଲେଣି ୫୭୦୫ ଜଣ

ଆଜି ସୁସ୍ଥହେଲେ ୨୦୩ ଜଣ କରୋନା ଆକ୍ରାନ୍ତ; ଓଡ଼ିଶାରେ ମୋଟ ସୁସ୍ଥ ହେଇସାରିଲେଣି ୫୭୦୫ ଜଣ ଭୁବନେଶ୍ୱର: ଜୁଲାଇ ୦୩: ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଗଂଜାମ ରୁ ସର୍ବାଧିକ ୩୮ ଜଣ, ଖୋର୍ଦ୍ଧା ରୁ ୩୭ ଜଣ, ଗଜପତି ରୁ ୧୯ ଜଣ, କଟକ ରୁ ୧୮ ଜଣ, ଜଗତସିଂହପୁର ରୁ ୧୮ ଜଣ, ସମ୍ବଲପୁର ରୁ ୧୨ ଜଣ, ସୁନ୍ଦରଗଡ ରୁ ୧୨ ଜଣ, ଢେଙ୍କାନାଳ ରୁ ୧୦ ଜଣ, ଯାଜପୁର ରୁ ୮ ଜଣ, ବରଗଡ ରୁ ୭ ଜଣ, ମୟୁରଭଞ୍ଜ ରୁ ୬ ଜଣ, […]
Read More...

Advertisement