odisha news in odia
ଜିଲ୍ଲା 

ଜିଲ୍ଲାରେ ଯୁବତୀ ଚାଲାଣ ରୋକିବା ସଂପର୍କରେ ପ୍ରଶିକ୍ଷଣ ଶିବିର

ଜିଲ୍ଲାରେ ଯୁବତୀ ଚାଲାଣ ରୋକିବା ସଂପର୍କରେ ପ୍ରଶିକ୍ଷଣ ଶିବିର ଭବାନୀପାଟଣା : ପରିବାରରେ ଅଭାବ ଅନାଟନ, ସ୍ୱଳ୍ପଶିକ୍ଷା ତଥା ସଚେତନତା ଅଭାବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କେତେକ ଯୁବତୀ ଓ ନାବାଳିକା ବାହାର ରାଜ୍ୟ ଏମିତିକି ବିଦେଶକୁ ଚାଲାଣ ହେଉଥିବାର ନଜର ରହିଛି । ବାହାର ରାଜ୍ୟରେ ଅଧିକ ପଇସାରେ ଚାକିରି କରିବା, ବିବାହର ପ୍ରଲୋଭନ ଦେଖାଇ ପରିବାରର ସରଳ ପିତା ମାତାଙ୍କୁ ପ୍ରଭାବିତ କରି ଘରର ନିରିହା ଝିଅମାନଙ୍କୁ ନେଇ ଅନ୍ୟ ରାଜ୍ୟରେ ବିକ୍ରି କରିବା ଭଳି ବହୁ ଅଭିଯୋଗ ବିଭିନ୍ନ ଥାନାରେ ମଧ୍ୟ ପଞ୍ଜିକୃତ […]
Read More...

Advertisement