odisha latest news
ଓଡ଼ିଶା 

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କରୋନା

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କରୋନା ଭୁବନେଶ୍ୱର: ଜାନୁଆରୀ ୦୭: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ଏନେଇ ସେ ନିଜେ ଟୁଇଟ୍‌ ଯୋଗ ସୂଚନା ଦେଇଛନ୍ତି । ସେ ଏବେ ଆଇସୋଲେସନ୍‌ରେ ରହିଛନ୍ତି । ଗତ ୩ ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇବାକୁ ସେ ଟୁଇଟର ଜରିଆରେ ପରାମର୍ଶ ଦେଇଛନ୍ତି । I was tested asymptomatic Covid positive yesterday and now in home isolation. […]
Read More...
ଜିଲ୍ଲା 

ଏକତା ପରିଷଦ ସଂସ୍ଥାପକ ପିଭି ରାଜଗୋପାଳଙ୍କ ପଦଯାତ୍ରା

ଏକତା ପରିଷଦ ସଂସ୍ଥାପକ ପିଭି ରାଜଗୋପାଳଙ୍କ ପଦଯାତ୍ରା ଭବାନୀପାଟଣା: ସେପ୍‌ଟେମ୍ବର ୩୦ : ବିଶିଷ୍ଟ ଗାନ୍ଧୀବାଦୀ ସାମାଜିକ କର୍ମୀ ତଥା ଏକତା ପରିଷଦର ସଂସ୍ଥାପକ ପିଭି ରାଜଗୋପାଳଙ୍କୁ ଭବାନୀପାଟଣା ସହରସ୍ଥିତ ରାଜଗୋପାଳ ନଗରଠାରେ ସ୍ୱାଗତ କରାଯାଇଥିଲା । ସେଠାରେ ଏକତା ପରିଷଦର ଜିଲ୍ଲା ସଂଯୋଜକ ସରୋଜ ବାଗଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଏକତା ପରିଷଦର ଜାତୀୟ ସଂଯୋଜକ ରମେଶ ଶର୍ମା, ଜାତୀୟ କମିଟି ସଦସ୍ୟ ଭାରତ ଭୂଷଣ ଠାକୁର, ଏକତା ପରିଷଦର ସଦସ୍ୟ ବରୁଣ, ଅଭିଷେକ, ରାଜ୍ୟ ସଂଯୋଜକ […]
Read More...
ଓଡ଼ିଶା 

ଆସନ୍ତା ୧୬ରେ ପୁରୀ ଜିଲ୍ଲା ବାହାର ଲୋକଙ୍କ ଶବଦାହ ପାଇଁ ଖୋଲିବ ସ୍ୱର୍ଗଦ୍ୱାର

ଆସନ୍ତା ୧୬ରେ ପୁରୀ ଜିଲ୍ଲା ବାହାର ଲୋକଙ୍କ ଶବଦାହ ପାଇଁ ଖୋଲିବ ସ୍ୱର୍ଗଦ୍ୱାର ଭୁବନେଶ୍ୱର, ଅଗଷ୍ଟ ୧୪: ଦୀର୍ଘ ମାସର ବ୍ୟବଧାନ ପରେ ଆସନ୍ତା ୧୬ ତାରିଖରେ ପୁରୀ ଜିଲ୍ଲା ବାହାର ଲୋକଙ୍କ ଶବଦାହ ପାଇଁ ସ୍ୱର୍ଗଦ୍ୱାର ଖୋଲିବ ବୋଲି ପୁରୀ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କୋଭିଡ କଟକଣା ମଧ୍ୟରେ ଶବଦାହ କରାଯିବ । ଶବଦାହ ସମୟରେ କେବଳ ୧୦ ଜଣ ବ୍ୟକ୍ତି ଉପସ୍ଥିତ ରହିପାରିବେ । ମୃତକଙ୍କ କୋଭିଡ ରିପୋର୍ଟ ନେଗେଟିଭ ରହିବା ବାଧ୍ୟତାମୂଳକ । ଶନିବାର ଓ ରବିବାର ସଟ୍‌ଡାଉନ ସମୟରେ ମଧ୍ୟ ଶବଦାହ କାର୍ଯ୍ୟକ୍ରମ […]
Read More...
ଓଡ଼ିଶା 

ଆସିଲା ଅଗଷ୍ଟ ମାସର ନୂଆ କୋଭିଡ୍‌ ଗାଇଡ୍‌ଲାଇନ୍‌

ଆସିଲା ଅଗଷ୍ଟ ମାସର ନୂଆ କୋଭିଡ୍‌ ଗାଇଡ୍‌ଲାଇନ୍‌ ଭୁବନେଶ୍ୱର: ଜୁଲାଇ ୩୧: କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ଆଣିଛନ୍ତି । ଏହି ଅନ୍‌ଲକ ବ୍ୟବସ୍ଥା ଅଗଷ୍ଟ ମାସରୁ ଆରମ୍ଭ ହୋଇ ସେପେଫମ୍ବର ୧ ତାରିଖ ଯାଏଁ ବଳବତ୍ତର ରହିବ । ରାଜ୍ୟର ୨୭ ଜିଲ୍ଲାରେ କେଭିଡ ସଂକ୍ରମଣ କମ୍‌ ରହିଥିଲା ବେଳେ କେବଳ ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ କୋଭିଡ ଗ୍ରାଫ୍‌ ଅଧିକ ରହୁଛି । ଏଣୁ ଏହାକୁ ନଜରରେ ରଖି ନିର୍ଦ୍ଦେଶାବଳୀ ଘୋଷଣା କରାଯାଇଛି । ରାତ୍ରି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ […]
Read More...

Advertisement