odisha headline
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବେ ଜେଏସ୍ଡବ୍ଲì୍ୟ ଅଧ୍ୟକ୍ଷ
Published On
By Samaya Live
ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ତୃତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ଜେଏସ୍ଡବ୍ଲì୍ୟ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଏକ ବଡ଼ ଘୋଷଣା କରିଛନ୍ତି । ଷ୍ଟିଲ୍ ଓ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରାଯିବ । ଓଡ଼ିଶାରେ ଜେଏସ୍ଡବ୍ଲì୍ୟ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ବୋଲି ଘୋଷଣା ସେ କରିଛନ୍ତି । ଏହାସହ ସେ‘ମେକ୍ ଇନ୍ ଓଡ଼ିଶା’ର ପ୍ଲିନାରି ସେସନର ଆଧୁନିକୀକରଣ ଆଡ଼କୁ ଓଡ଼ିଶା ଆଗ୍ରଗତି ସଂପର୍କରେ ସୂଚନା […]
ଓଡ଼ିଶାରେ ଆରମ୍ଭ ହେବ ୫ଜି ଓ ବନ୍ଦେ ଭାରତ ଏକ୍ସପ୍ରେସ୍ ସେବା
Published On
By Samaya Live
ଭୁବନେଶ୍ୱର: ଓଡ଼ିଶାରେ ୫ଜି ସେବା ଓ ବନ୍ଦେ ଭାରତ ଏକ୍ସପ୍ରେସ୍ ସେବା ଆରମ୍ଭ ହେବ ବୋଲି ଆଜି କେନ୍ଦ୍ର ରେଳ ତଥା ଇଲେକେଫ୍ରାନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୨ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକଥା କହିଛନ୍ତି । ସେ କହିଛନ୍ତି, ବିଶ୍ୱରେ କୋଣ ଅନୁକୋଣରେ କାମ କରୁଥିବା ଓଡ଼ିଆମାନେ ନିଜ କାର୍ଯ୍ୟରେ ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିଥାନ୍ତି । […]
ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ଲତା ଘୋଷଙ୍କ ପରଲୋକ
Published On
By Samaya Live
ଭୁବନେଶ୍ବର: ଆଜି ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଲତା ଘୋଷଙ୍କ ପରଲୋକ ଘଟିଛି। ତାଙ୍କୁ କର୍କଟ ରୋଗ ହୋଇଥିଲା ଓ ମୃତ୍ୟୁ ବେଳକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଭୁବନେଶ୍ବର ଏମ୍ସରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଶେଷ ଦର୍ଶନ କରିବ ପାଇଁ ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି। ତାଙ୍କ କଣ୍ଠରୁ ନିଃସୃତ ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଭଜନ, […]
ଧାମନଗର ଉପନିର୍ବାଚନରେ ବିଜୟ ହେଲେ ସୂର୍ଯ୍ୟବଂଶୀ ସୂରଜ, ବିଜେଡିଠାରୁ ୯,୮୮୧ ଭୋଟ ଅଧିକ
Published On
By Samaya Live
ଭଦ୍ରକ : ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜୟ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ସେ ଅଧିକ ୯ ହଜାର ୮୮୧ ଭୋଟ ଅଧିକା ପାଇ ସେ ଜୟଯୁକ୍ତ ହୋଇଛନ୍ତି । ସୂର୍ଯ୍ୟବଂଶୀ ମୋଟ୍ ୮୦ ହଜାର ୩୫୧ ଭୋଟ୍ ପାଇଥିଲେ । ସେହିପରି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୭୦ ହଜାର ୪୭୦ ଭୋଟ୍ ପାଇଥିଲା […]
ଧାମନଗର ଭୋଟ୍ ଆରମ୍ଭ, ଏନ୍ଏସିର ୧୦ ନମ୍ବର ୱାର୍ଡରେ ଇଭିଏମ୍ ମେସିନ ଅଚଳ
Published On
By Samaya Live
ଭଦ୍ରକ: ଆଜି ବହୁ ପ୍ରତୀକ୍ଷିତ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଭୋଟ୍ ଆରମ୍ଭ ହୋଇଛି । ଅତିକମରେ ୭୦ ପ୍ରତିଶତ ମତଦାତା ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ବୋଲି ଆକଳନ କରାଯାଉଛି । ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜିର ଭୋଟଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଭୋଟର ପରିଚୟପତ୍ର ବ୍ୟତୀତ ସ୍ୱୀକୃତିପ୍ରାପ୍ତ ଅନ୍ୟ ୧୨ଟି ଡକ୍ୟୁମେଣ୍ଟକୁ […]
ଓଡ଼ିଶାରେ ନିଯୁକ୍ତି ମେଳା: ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ
Published On
By Samaya Live
ଭୁବନେଶ୍ୱର: ନିଯୁକ୍ତି ମିସନର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ରେଳ ଅଡିଟୋରିୟମରେ ରୋଜଗାର ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।ଡାକ ବିଭାଗର ସର୍ବାଧିକ ୮୯, ଭବନେଶ୍ୱର ଆଇଆଇଟିରେ ୫୫, ଇଏସଆଇସିରେ ୨୭, ଏସଏଲବିସିରୁ ୨୧ ଜଣ ଏମିତି ମୋଟ […]
ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଡାଏରୀ ନେଇ ଚର୍ଚ୍ଚା: ଖୋଲିପାରେ ଅନେକ ଗୁମର
Published On
By Samaya Live
ଭୁବନେଶ୍ୱର: ଭିଭିଆଇପିମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ ଭିଡିଓ ସୁଟ୍ କରି ବ୍ଲାକ୍ମେଲ କରି ଅର୍ଥ ହଡ଼ପ କରୁଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପୋଲିସ ଗିରଫ କରିଛି । ଏହାସହିତ ପୋଲିସ ଜଗବନ୍ଧୁଠାରୁî ଏକ ଡାଏରୀ ଜବତ କରିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି । ଗିରଫ ପରେ ପୋଲିସ ଜଗବନ୍ଧୁ ରହୁଥିବା ଘରରେ ସର୍ଚ୍ଚ କରିଛି । ଯେଉଁଠାରେ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜବତ ହୋଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ […]
ହାଇକୋର୍ଟରେ ପହଞ୍ଚିଲା ଅର୍ଚ୍ଚନାଙ୍କ ଜାମିନ ଆବେଦନ
Published On
By Samaya Live
ଭୁବନେଶ୍ୱର: ରାଜ୍ୟର ବଡ଼ବଡ଼ିଆ ବିଧାୟକ, ରାଜନେତା, ପୋଲିସ ଓ ବିଜନେସ୍ ମ୍ୟାନଙ୍କୁ ହନିଟ୍ରାପ୍ରେ ଫସାଇଥିବା ଅର୍ଚ୍ଚନା ନାଗ ଭୁବନେଶ୍ୱର ଏସ୍ଡିଜିଏମ୍ କୋର୍ଟରେ ଜାମିନ ଆବେଦନ କରିଥିଲେ । ହେଲେ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରି ନଥିଲା । ଏକାଧିକ ଓକିଲ ଆବେଦନ କରିଥିବାରୁ ଶୁଣାଣି ହୋଇପାରି ନଥିଲା । ଏଣୁ ଆଜି ଅର୍ଚ୍ଚନା ଏହି ହାଇପ୍ରୋଫାଇଲ୍ କେସ୍ ହାଇକୋର୍ଟରେ ପହଞ୍ଚିଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା କରାଯାଇ ଥିବା ସୂଚନା ମିଳିଛି […]
ଧାମନଗର ଉପନିର୍ବାଚନ: କଂଗ୍ରେସ ଘୋଷଣା କଲା ନିଜ ପ୍ରାର୍ଥୀ
Published On
By Samaya Live
ଭୁବନେଶ୍ୱର: ଧାମନଗର ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ଧାମନଗର ପ୍ରାର୍ଥୀ ଭାବେ ଚୟନ କରିଛି । ଏହାପୂର୍ବରୁ ବିଜେପି ନିଜର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ନାମ ଘୋଷଣା କରିସାରିଛି । ଏହାପରଠାରୁ ସୂର୍ଯ୍ୟବଂଶୀ ସୂରଜ ଜୋର୍ଦାର ନିର୍ବାଚନ ପ୍ରଚାରରେ ଲାଗିପଡ଼ିଛନ୍ତି । ତେବେ ପ୍ରାର୍ଥିପତ୍ର ଦାଖଲ ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ ରହିଥିଲା ବେଳେ ଏପର୍ଯ୍ୟନ୍ତ ବିଜେଡି ନିଜ ପ୍ରାର୍ଥୀଙ୍କ ନାମ […]
ଭିସିରେ ହେବ ଅର୍ଚ୍ଚନାଙ୍କ ଜାମିନ ଶୁଣାଣି
Published On
By Samaya Live
ଭୁବନେଶ୍ୱର: ଆଜି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ପ୍ରସଙ୍ଗରେ ଶୁଣାଣି ଭିସିରେ ହେବ । ସୁରକ୍ଷା ଦୃଷ୍ଟିକୋଣରୁ ଏହି ଶୁଣାଣି ଭିସିରେ ହେବ ବୋଲି ସୂଚନା ମିଳିଛି । ଅର୍ଚ୍ଚନା ଜାମିନ୍ ପାଇଁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିଛନ୍ତି । ଏହା ବ୍ୟତିତ ଆଜି ଅର୍ଚ୍ଚନା ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ହୋଇଥାନ୍ତେ । ହେଲେ ଝାରପଡ଼ା ଜେଲ ଭିତରେ ଅର୍ଚ୍ଚନା ନିଜର ପକ୍ଷ ରଖିବେ ବୋଲି ଜଣାପଡ଼ିଛି । ଅର୍ଚ୍ଚନା ନାଗଙ୍କୁ ଦେହ […]
କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍
Published On
By Samaya Live
ଭୁବନେଶ୍ୱର: କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍ଡରସ୍ ଏମ୍ଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ହୋଇଛି । ଓଆର୍ଏଚ୍ଡିସି ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହିପରି ଦଣ୍ଡ ଶୁଣାଇଛି । ମୋକିମ୍ଙ୍କ ସହିତ ପୂର୍ବତନ ଆଇଏସ୍ ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଲେଖାଏଁ ଦଣ୍ଡାଦେଶ ହୋଇଛି । ଏହାସହିତ ସେମାନଙ୍କୁ ୫୦ ହଜାର ଲେଖାଏଁ ଜରିମାନା ହୋଇଛି […]
ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ ?
Published On
By Samaya Live
ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପାରମ୍ପରିକ ନୃତ୍ୟଗୀତ ସହିିତ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେପିର ଅନ୍ୟ ନେତା ଓ ନେତ୍ରୀମାନେ ପାଛୋଟି ଆଣିଛନ୍ତି । ଏହାପରେ ବିଜେପିର ଯୁବ କର୍ମାମାନେ ଏକ ବାଇକ୍ ଶୋଭାଯାତ୍ରା କରି ତାଙ୍କୁ ରାଜ୍ୟ ବିଜେପି ମୁଖ୍ୟାଳୟ ପର୍ଯ୍ୟନ୍ତ ଯିଆଯାଇଛି । ଜେପି ନଡା ଓଡ଼ିଶାରେ ଦୁଇ […]

