Odisha crime News
ଜିଲ୍ଲା  ଅପରାଧ 

କେସିଙ୍ଗା ପୋଲିସଙ୍କ ହାତରେ ଆନ୍ତଜିଲ୍ଲା ବାଇକ୍‌ ଓ ଚାରିଚକିଆ ଯାନ ଲୁଟେରା ଗ୍ୟାଙ୍ଗ

କେସିଙ୍ଗା ପୋଲିସଙ୍କ ହାତରେ ଆନ୍ତଜିଲ୍ଲା ବାଇକ୍‌ ଓ ଚାରିଚକିଆ ଯାନ ଲୁଟେରା ଗ୍ୟାଙ୍ଗ କେସିଙ୍ଗା : ଗତକାଲି କେସିଙ୍ଗ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । କେସିଙ୍ଗା ପୋଲିସ ପକ୍ଷରୁ ଆନ୍ତଜିଲ୍ଲା ବାଇକ୍‌ ଓ ଚାରି ଚକିଆ ଯାନ ଚୋରୀ ରେକେଟ ଠାବ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଏସଡି ପିଓ ଅଭିନବ ଶୋଙ୍କର ଏନେଇ ପ୍ରକାଶ କରିଛନ୍ତି । ଏହି ଘଟଣାରେ ୬ ଲୁଟେରା ଓ ୫ ସ୍କ୍ରାପ୍‌ ବ୍ୟବସାୟୀ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଲୁଟେରା ଗ୍ୟାଙ୍ଗ ମଧ୍ୟରେ, ଭବାନୀପାଟଣା ସଦର ଥାନାର ଗଜେନ୍ଦ୍ର କୁମାର,ଭବାନୀପାଟଣା […]
Read More...
ଜିଲ୍ଲା  ଅପରାଧ 

ପଶ୍ଚିମ ଓଡ଼ିଶାରେ ବଢ଼ୁଛି ବେଆଇନ କଫ ସିରଫ ଚାଲାଣ: ବରଗଡ଼ ଅବକାରୀ ବିଭାଗ ଜବତ କଲା ୧,୩୯୦ ବୋତଲ

ପଶ୍ଚିମ ଓଡ଼ିଶାରେ ବଢ଼ୁଛି ବେଆଇନ କଫ ସିରଫ ଚାଲାଣ: ବରଗଡ଼ ଅବକାରୀ ବିଭାଗ ଜବତ କଲା ୧,୩୯୦ ବୋତଲ ବରଗଡ : ପଶ୍ଚିମ ଓଡ଼ିଶାରେ କଫ ସିରଫ ଚାଲଣ ବଢ଼ୁଥିବା ନଜର ଆସୁଛି । କିଛି ଦିନ ତଳେ ପାଟଣାଗଡ଼ର ଅବକାରୀ ବିଭାଗ ୪୨ଟି କଫ ସିରଫ ଜବତ କରିଥିଲା ବେଳେ ଆଜି ବରଗଡ଼ ଅବକାରୀ ବିଭାଗ ଜଣେ କଫ ସିରଫ ମାଫିଆକୁ ଧରିଛି । ସୂଚନା ଅନୁସାରେ, ବରଗଡ଼ ମୋବାଇଲ ଟିମ ଏବଂ ଭଟଲି ଅବକାରୀ ବିଭାଗ ଭଟଲି ଥାନା ବଡ଼ମାଲ ଗ୍ରାମରେ ମିଳିତ ଭାବରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ କଫ ସିରଫ […]
Read More...
ଜିଲ୍ଲା  ଅପରାଧ 

୪୨ଟି କଫ ସିରଫ୍‌ ବୋତଲ ଜବତ, ଜଣେ ଗିରଫ

୪୨ଟି କଫ ସିରଫ୍‌ ବୋତଲ ଜବତ, ଜଣେ ଗିରଫ ପାଟଣାଗଡ଼ : ପାଟଣାଗଡ଼ର ସ୍ଥାନୀୟ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ବେଲପଡ଼ା ବ୍ଲକ ଅନ୍ତର୍ଗତ ଧୁମାଭଟା ବସଷ୍ଟାଣ୍ଡ ନିକଟରେ ଜଣେ ଯୁବକଙ୍କଠାରୁ ଅବକାରୀ ପୋଲିସ ୪୨ଟି ବୋତଲ କଫ ସିରପ ଜବତ କରିଛି । ଯୁବକ ଜଣକ ହେଉଛନ୍ତି, ଧୁମାଭଟା ଗ୍ରାମର ଧରଣୀଧର ପଧାନ(୪୧) । ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପାଟଣାଗଡ଼ ଅବକାରୀ ଉପନିରୀକ୍ଷକ କଣ୍ଟାବଞ୍ଜି ଏବଂ ବଲାଙ୍ଗିର ଅବକାରୀ ବିଭାଗ ସହାୟତାରେ ଏକ ସ୍ୱତନ୍ତ୍ର ଟିମ୍‌ […]
Read More...
ଜିଲ୍ଲା 

ଚମ୍ପାସର ଖଣିରୁ ମାଙ୍ଗାନିଜ ଚୋରୀ ଅଭିଯୋଗରେ ୫ ଗିରଫ

ଚମ୍ପାସର ଖଣିରୁ ମାଙ୍ଗାନିଜ ଚୋରୀ ଅଭିଯୋଗରେ ୫ ଗିରଫ ପାଟଣାଗଡ : ବିଳମ୍ବିତ ରାତିରେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ ପଞ୍ଚାୟତ ଚମ୍ପାସରସ୍ଥିତ ମାଙ୍ଗାନିଜ ଖଣିରୁ ମାଙ୍ଗାନିଜ ଚୋରୀ ଅଭିଯୋଗରେ ଲରମ୍ଭା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚୋରୀ ପାଇଁ ବ୍ୟବହୃତ ଏକ ଟ୍ରକ ଏବଂ ଜେସିବି ମେସିନକୁ ଜବତ କରିଥିବା ଜଣାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଝାରଖଣ୍ଡ ରାଜ୍ୟ ରାଜଧନୱାର ଥାନା ବାନ୍ଦେଟାଣ୍ଡ ଗ୍ରାମର ବବଲୁ ଅନସାରୀ(୨୯), ଅଜମଦ୍‌ ଅନସାରୀ(୧୯), ଛତିଶଗଡ ରାଜ୍ୟ କୁମ୍ଭାରୀ ଅନ୍ତର୍ଗତ […]
Read More...
ଓଡ଼ିଶା  ଅପରାଧ 

ମାହାଙ୍ଗା ହତ୍ୟାକାଣ୍ଡ: ଅଭିୟୁକ୍ତର କୋର୍ଟ ଚାଲଣ,ବ୍ୟବଚ୍ଛେଦ ପରେ ଗାଁକୁ ଫେରିଲାନି ଶବ

ମାହାଙ୍ଗା ହତ୍ୟାକାଣ୍ଡ: ଅଭିୟୁକ୍ତର କୋର୍ଟ ଚାଲଣ,ବ୍ୟବଚ୍ଛେଦ ପରେ ଗାଁକୁ ଫେରିଲାନି ଶବ କଟକ: ଏପ୍ରିଲ ୧୪: ଗତକାଲି ମାହାଙ୍ଗର କୁସୁମପୁରରେ ଘଟିଥିବ ଲୋମ ଟାଙ୍କୁରା ଗଣହତ୍ୟା ଘଟଣାର ୪୮ ଘଣ୍ଟା ପୂରିଗଲା । ଏପର୍ଯ୍ୟନ୍ତ ଘଟଣା ଉପରୁ ପରଦା ଉଠାଇପାରୁ ନାହିଁ ପୋଲିସ । ଅପର ପକ୍ଷରେ, ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲଣ କରିଛନ୍ତି ପୋଲିସ । ଯାହାକୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ । ସୂଚନା ମୁତାବକ ମାହାଙ୍ଗା ଥାନା କୁସୁମପୁର ଗ୍ରାମର ଶିବ ପ୍ରସାଦ ସାହୁ ନିଜ ଭାଇ ଅଲେଖ, ଭାଉଜ ରଶ୍ମିରେଖା, […]
Read More...

Advertisement