odisha covid updata
ଓଡ଼ିଶା 

ରାଜ୍ୟରେ କମୁଛି କରୋନା ସଂକ୍ରମଣ,୨୪ ଘଣ୍ଟାରେ ୧,୬୩୭ ସଂକ୍ରମିତ ଚିହ୍ନଟ

ରାଜ୍ୟରେ କମୁଛି କରୋନା ସଂକ୍ରମଣ,୨୪ ଘଣ୍ଟାରେ ୧,୬୩୭ ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର: ଜୁଲାଇ ୨୬: ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୩୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୪୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ୬୮୮ । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ମୋଟ୍‌ ୯ ଲକ୍ଷ ୬୯ ହଜାର ୧୮୫ ଜଣ ଆକ୍ରାନ୍ତ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୧୦୮ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୯ଲକ୍ଷ ୪୫ […]
Read More...

Advertisement