Odisha Covid Hospita
ଓଡ଼ିଶା 

ସମସ୍ତ କୋଭିଡ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ ନିର୍ଦ୍ଦେଶ

ସମସ୍ତ କୋଭିଡ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ ନିର୍ଦ୍ଦେଶ ଭୁବନେଶ୍ୱର : ଅଗଷ୍ଟ ୬:ଅହମ୍ମଦାବାଦ୍‌ର ଏକ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି କେତେକ ଆକ୍ରାନ୍ତଙ୍କ ମୃତୁ୍ୟ ହେବା ପରେ ଓଡ଼ିଶା ସରକାର ଏ ଦିଗରେ ସଜାଗ ହୋଇଛନ୍ତି । ସତର୍କତା ମୁଳକ ପଦକ୍ଷେପ ସ୍ୱରୂପ କୋଭିଡ୍‌ ହସ୍ପିଟାଲରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଠିକ୍‌ ଅଛି କି ନାହିଁ ତଦାରଖ କରିବେ ଅଧିକାରୀ । ଏହି ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ୍‌ ମହାନ୍ତି । ଆସିଷ୍ଟାଣ୍ଟ ଫାୟାର ଅଫିସର ଓ ଡେପୁଟି ଫାୟାର ଅଫିସରମାନଙ୍କୁ ନିଜ […]
Read More...

Advertisement