odisha coorna activieies
ଓଡ଼ିଶା 

ଆଜି ରାଜ୍ୟରେ ୧,୯୪୮ କରୋନା ସଂକ୍ରମିତ ଚିହ୍ନଟ

ଆଜି ରାଜ୍ୟରେ ୧,୯୪୮ କରୋନା ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର:ଜୁଲାଇ ୨୨: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧ ହଜାର ୯୪୮କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ହଜାର ୧୨୦ ଜଣ କ୍ୱାରେଣ୍ଟିନ୍‌ରୁ ଓ ୮୨୮ ଜଣ ସ୍ଥାନୀୟ କେସ୍‌ରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୧ ହଜାର ୯୪୩ ଜଣ । ଅନ୍ୟପକ୍ଷେ ଆଜି ୬୭ କରୋନା ରୋଗୀ ଆଖି ବୁଜିଛନ୍ତି । ଆଜି ରାଜ୍ୟରେ ସକ୍ରିୟ ରୋଗୀଙ୍କ […]
Read More...

Advertisement