Odisha CM
ଓଡ଼ିଶା 

ସ୍ନାତକ ସେମିଷ୍ଟାର ମାର୍କସିଟ୍‌ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ସ୍ନାତକ ସେମିଷ୍ଟାର ମାର୍କସିଟ୍‌ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଭୁବନେଶ୍ୱର:ଅଗଷ୍ଟ ୩୦: ଓଡିଶାରେ ସ୍ନାତକ ବା ୟୁଜି ପରୀକ୍ଷା ଶେଷ ହୋଇଛି । ହେଲେ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଫାଇନାଲ ମାର୍କସିଟ୍‌ କିମ୍ବା ପ୍ରୋଭିଜିନାଲ୍‌ ସାର୍ଟିଫିକେଟ୍‌ ମିଳିନି । ଫଲରେ ସେମାନେ କେତେକ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ବଞ୍ଚିତ ହେଉଛନ୍ତି । ଛାତ୍ରଛାତ୍ରୀଙ୍କ କ୍ୟାରିଅର୍‌କୁ ନଜରରେ ରଖି ସେମାନଙ୍କୁ ଫାଇନାଲ୍‌ ମାର୍କ ସିଟ୍‌ କିମ୍ବା ପ୍ରୋଭିଜିନାଲ ସର୍ଟିଫିକେଟ୍‌ ଖୁବ୍‌ ଶିଘ୍ର ପ୍ରଦାନ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]
Read More...
ଓଡ଼ିଶା 

ଦେଶର ପ୍ରଥମ ସହର ଭାବେ ପୁରୀ ରେ ‘ ଡ୍ରିଙ୍କ ଫ୍ରମ ଟ୍ୟାପ’

ଦେଶର ପ୍ରଥମ ସହର ଭାବେ ପୁରୀ ରେ ‘ ଡ୍ରିଙ୍କ ଫ୍ରମ ଟ୍ୟାପ’ ପୁରୀ:(ସବ୍ୟୁ): ଜୁଲାଇ ୨୭: ପାଇପ୍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀସହରବାସୀଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି । ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆଜି ଏହି ପ୍ରକଳ୍ପର ଉଦ୍‌ଘାଟନ କରି କହିଥିଲେ ଯେ, ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର । ଏହାଦ୍ୱାରା ପୁରୀର ଜନସାଧାରଣ ଟ୍ୟାପ୍‌ରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇପାରିବେ । ମୁଖ୍ୟମନ୍ତ୍ରୀ କହିଥିଲେଯେ,ବିଶ୍ୱର ବଡ଼ ବଡ଼ ସହରରେ […]
Read More...
ଓଡ଼ିଶା 

ପୂଜା ଛୁଟି ଯାଏ ସ୍କୁଲ,କଲେଜ ବନ୍ଦ; ମୁଖ୍ୟମନ୍ତ୍ରୀ

ପୂଜା ଛୁଟି ଯାଏ ସ୍କୁଲ,କଲେଜ ବନ୍ଦ; ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଅଗଷ୍ଟ ୨୭: ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, ଏମ୍‌ଏସ୍‌ଏମ୍‌ଇ, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୁଧବାର […]
Read More...
ଓଡ଼ିଶା 

ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ରକୁ ଚିଠିଲେଖିଲେ ମୁଖ୍ୟମନ୍ତ୍ରୀ

ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ରକୁ ଚିଠିଲେଖିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଅଗଷ୍ଟ ୨୫: ନିଟ୍‌ ଏବଂ ଜେଇଇ ପରୀକ୍ଷା ଘୁଞ୍ଚାଇ ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୱାଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଂପ୍ରତିକ କରୋନା ପରିସ୍ଥିତିରେ ଏହି ପରୀକ୍ଷା ଘୁଞ୍ଚାଇବା ସପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ମହାମାରୀ ସମୟରେ ଏଭଳି ପରୀକ୍ଷା ନିରାପଦ ନୁହେଁ ଓ ଛାତ୍ରଛାତ୍ରୀମାନେ ସଂପୃକ୍ତ ପରୀକ୍ଷା କେନ୍ଦ୍ରକୁ ଯିବା ମଧ୍ୟ ଠିକ ନୁହେଁ । […]
Read More...
ଓଡ଼ିଶା 

ମୁଖ୍ୟମନ୍ତ୍ରୀଙ୍କ ବାହୁଡା ଯାତ୍ରା ସମୀକ୍ଷା;ମହାପ୍ରଭୁଙ୍କ ନୀତିର ଶୃଙ୍ଖଳିତ ପରିଚାଳନା ଉପରେ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀଙ୍କ ବାହୁଡା ଯାତ୍ରା ସମୀକ୍ଷା;ମହାପ୍ରଭୁଙ୍କ ନୀତିର ଶୃଙ୍ଖଳିତ ପରିଚାଳନା ଉପରେ ଗୁରୁତ୍ୱ ଭୁବନେଶ୍ୱର : ମହାପ୍ରଭୂଙ୍କ ବାହୁଡା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଆଦି ଯାତ୍ରା କାର୍ଯ୍ୟକ୍ରମର ସୁପରିଚାଳନା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମୀକ୍ଷା କରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରି ଯେପରି ଶୃଙ୍ଖଳିତ ଭାବରେ ମହାପ୍ରଭୂଙ୍କ ଶ୍ରୀ ଗୁଣ୍ଡିଚାଯାତ୍ରା ସୂଚାରୁରୂପେ ସଂପାଦିତ ହେଲା, ସେଥିପାଇଁ ସେବାୟତ, ଜିଲ୍ଲାପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟବିଭାଗ, ବିଶେଷ କରି ପୁରୀର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ […]
Read More...
ଓଡ଼ିଶା 

ରଥଯାତ୍ରା ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ; ଏ କଠିନ ସମୟ ଶୀଘ୍ର ଦୂର କରିବେ ମହାପ୍ରଭୁ

ରଥଯାତ୍ରା ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ; ଏ କଠିନ ସମୟ ଶୀଘ୍ର ଦୂର କରିବେ ମହାପ୍ରଭୁ ଭୁବନେଶ୍ୱର : ଜୁନ ୨୩:ବହୁ ବାଦବିବାଦ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ପବିତ୍ର ଘୋଷଯାତ୍ରା ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁସାରେ ବିନା ଭକ୍ତରେ ଅନୁଷ୍ଠିତ ଏହି ରଥଯାତ୍ରାରେ ସେବାୟତ ଓ ପୋଲିସ କର୍ମଚାରୀ ମିଳିତ ଭାବେ ରଥ ଟାଣିଥିଲେ । ଯାତ୍ରାର ସିଧାପ୍ରସାରଣ ହୋଇଥିଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ । ରଥଯାତ୍ରା ଦେଖୁଥିବା ବେଳେ ମୁଖ୍ୟମନ୍ତ୍ରୀ ଛିଡ଼ା ହୋଇ ଠାକୁରଙ୍କୁ ପ୍ରଣାମ ମଧ୍ୟ […]
Read More...
ଓଡ଼ିଶା 

ସହିଦ ପରିବାରକୁ ୨୫ ଲକ୍ଷ ସହାୟତା ଘୋଷଣା

ସହିଦ ପରିବାରକୁ ୨୫ ଲକ୍ଷ ସହାୟତା ଘୋଷଣା ଭୁବନେଶ୍ୱର(ସବୁ୍ୟ) : ଜୁନ ୧୭:ଲଦାଖ ନିକଟ ଗଲୱାନ ଘାଟିରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯିବ । ପୂର୍ବ ଲଦାଖର ଭାରତ ଓ ଚୀନ ସୀମା ନିକଟରେ ଥିବା ଗଲୱାନ ଘାଟିରେ ସୋମବାର ରାତିରେ ସହିଦ ହୋଇଥିବା ଦୁଇ ଜଣ ଓଡ଼ିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି […]
Read More...
ଓଡ଼ିଶା 

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ;ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରଥମେ କେୟାରକୁ

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ;ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରଥମେ କେୟାରକୁ ଭୁବନେଶ୍ୱର : ଜୁନ ୧୭:କରୋନା ମୁକାବିଲା କରିବା ଲାଗି ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ବ୍ୟବସ୍ଥା କରାଯାଉଛି । ଏହି କେୟାରରେ ୧୦ରୁ ୨୦ ଜଣ ବ୍ୟକ୍ତିଙ୍କ ପାଇଁ ରହିବା ବ୍ୟବସ୍ଥା ହେବ । ସମଗ୍ର ରାଜ୍ୟର ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକ ରହିପାରିବେ । ଯେଉଁ ବ୍ୟକ୍ତିଙ୍କୁ ଥଣ୍ଡା, ଜ୍ୱର ଓ କାଶ ଭଳି ଲକ୍ଷଣ ଦେଖାଯାଏ ସିଧାସଳଖ ହସ୍ପିଟାଲକୁ ପଠାନଯାଇ ପ୍ରଥମେ କୋଭିଡ କେୟାର ହୋମରେ ରଖାଯିବ । ସେମାନଙ୍କ ଟେଷ୍ଟ […]
Read More...
ଓଡ଼ିଶା 

ଓଡ଼ିଶାରେ ପୁଞ୍ଜିନିବେଶ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମିତ୍ତଲଙ୍କ ଆଲୋଚନା

ଓଡ଼ିଶାରେ ପୁଞ୍ଜିନିବେଶ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମିତ୍ତଲଙ୍କ ଆଲୋଚନା ଭୁବନେଶ୍ୱର (ସବୁ୍ୟ):ଜୁନ ୧୩: ଆର୍ସେଲର ମିତ୍ତଲ ଗ୍ରୁପ୍‌ର ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଆଜି ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଲଣ୍ଡନ୍‌ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଓଡ଼ିଶାରେ ପୁଞ୍ଜିନିବେଶ ସଂପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସରକାର ଯେପରି ଦକ୍ଷତାର ସହ କୋଭିଡ-୧୯ର ପରିଚାଳନା କରୁଛନ୍ତି ସେଥିପାଇଁ ଶ୍ରୀ ମିତ୍ତଲ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । କୋଭିଡ-୧୯ ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଶିଳ୍ପ ଜଗତକୁ ସହଯୋଗ […]
Read More...
ଓଡ଼ିଶା 

କାନ୍ତକବିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସରକାରୀ ପ୍ରୟାସକୁ ସ୍ୱାଗତ

କାନ୍ତକବିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସରକାରୀ ପ୍ରୟାସକୁ ସ୍ୱାଗତ By Umakalyan Mohapatra ଭଦ୍ରକ,୧୨।୦୬(ଜିପ୍ର):କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରେରଣାଦାୟୀ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ପରାମର୍ଶ ଦେଇଥିଲେ । ତେବେ ସେଦିନ କେବଳ ଓଡିଶାରେ ନୁହେଁ ବରଂ ସମଗ୍ର ଭାରତ ଓ ଭାରତ ବାହାରେ ଥିବା ପ୍ରତ୍ୟେକଟି ପ୍ରବାସୀ ଓଡିଆ ଏହି କାଳଜୟୀ ସଙ୍ଗୀତକୁ ଗାନ କରି ନିଜକୁ ଅତ୍ୟନ୍ତ ଧନ୍ୟ ଓ କୃତାର୍ଥ ମନେ କରିଥିଲେ । ପରେ ଗତ […]
Read More...
ଓଡ଼ିଶା 

ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷପୂର୍ତ୍ତି ଶୁକ୍ରବାର: ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷପୂର୍ତ୍ତି ଶୁକ୍ରବାର: ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଭୁବନେଶ୍ୱର : ମେ ୨୮: ଶୁକ୍ରବାର ପୂର୍ଣ୍ଣ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ପଞ୍ଚମପାଳି ସରକାରର ପ୍ରଥମ ବର୍ଷ । ୨୦୧୯ ମେ ୨୯ ତାରିଖରେ କ୍ରମାଗତ ଭାବେ ପଞ୍ଚମ ଥରପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିବାକୁ ଯାଉଛନ୍ତି । ଏଥିପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଲୋକାଭିମୂଖୀ କାର୍ଯ୍ୟକ୍ରମ ଘୋଷଣା କରିପାରନ୍ତି ସରକାର । ଶୁକ୍ରବାର ଦିନ ୧୧ଟା […]
Read More...
ଓଡ଼ିଶା 

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା; କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ପାଇଁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ କଲେ ଆହ୍ୱାନ

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା; କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ପାଇଁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ କଲେ ଆହ୍ୱାନ ଭୁବନେଶ୍ୱର: ମେ ୨୮:କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ବନ୍ଦେ ଉକିଳ ଜନନୀ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ୩୦ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ଏହା ଗାନ କରିବାକୁ ସେ ନିବେଦନ କରିଛନ୍ତିି । କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି । କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ କିଛି ସମୟ ବାହାର କରିବାକୁ ସେ ଆହ୍ୱାନ କରିବା […]
Read More...

Advertisement