Odisha Assembly
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ
Published On
By Samaya Live
ଭୁବନେଶ୍ୱର: ଜୁନ ୧୩: ବିଧାନସଭା ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ । ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ଆରୁଖ । ଭୋଟ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି । ବାଚସ୍ପତି ନିର୍ବାଚନ ପାଇଁ ବିକ୍ରମ ଆରୁଖଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଞ୍ଜନଗରରୁ ୬ ଥର ବିଧାୟକ ହୋଇଥିବା ବିକ୍ରମ କେଶରୀ ଆରୁଖ ଏବେ ବାଚସ୍ପତି ଦାୟିତ୍ୱ ନିର୍ବାହ କରିବେ । ପୂର୍ବତନ […]
ବିଧାନସଭା ଗୃହ ମୁଲତବି, ପୋଷ୍ଟ କାର୍ଡରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବିଜେପି ବିଧାୟକ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୦୬: ଆଜି ପୁଣି ବିଧାନସଭା ଗୃହ ମୁଲତବି ହୋଇଛି । କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ପ୍ରସଙ୍ଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ନେଇ ବିଜେପି ବିଧାୟକ ସଭାଗୃହରେ ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଛନ୍ତି । ଗୃହ ମୁଲତବି ପରେ ବିଜେପି ବିଧାୟକମାନେ ଗୃହ ବାହାରେ ପ୍ଲକାର୍ଡ ଧରି ପ୍ରତିବାଦ କରିଥିଲେ । ପ୍ରତିବାଦକୁ ଏକ […]
ବିଧ।ନସଭ। ଶୀତ ଅଧିବେଶନ, ଆଗତ ହେବ ଅତିରିକ୍ତ ବଜେଟ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୦୧: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ୨୬ ଦିନିଆ କାର୍ଯ୍ୟ ଦିବସରେ ୨୦୨୧-୨୨ ବର୍ଷ ପାଇଁ ଅତିରିକ୍ତ ବଜେଟ ପାରିତ ହେବ । ତେବେ ଚଳିତ ଥର ମଧ୍ୟ ସମ୍ପୂର୍ଣ କୋଭିଡ କଟକଣା ଭିତରେ ଗୃହ କାର୍ଯ୍ୟ ଚାଲିବ। ସକାଳ ୧୦.୩୦ ରୁ ୦୧.୩୦ ଓ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୃହ ଚାଲିବ। ପ୍ରଥମ ଦିନରେ ସକାଳ […]
କରୋନା ପଜେଟିଭ ଚିହ୍ନଟ: ସଟଡାଉନ ଘୋଷଣା ହେଲା ବିଧାନସଭା
Published On
By Samaya Live
ଭୁବନେଶ୍ୱର : ଜୁଲାଇ ୧୧: ବିଧାନସଭାରେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜେଟିଭ ଚିହ୍ନଟ ହେବା ପରେ ବିଧାନସଭାକୁ ଶୁକ୍ରବାର ସଟ୍ଡାଉନ୍ ଘୋଷଣା କରାଯାଇଛି । ଏ ନେଇ ସମସ୍ତ ବୈଠକଗୁଡ଼ିକୁ ବାତିଲ କରାଯାଇଛି । ନୀଳଗିରି ବିଧାୟକ ପଜିଟିଭ୍ ଚିହ୍ନଟ ପରେ ବୈଠକରେ ଉପସ୍ଥିତ କର୍ମଚାରୀଙ୍କୁ ଛୁଟି ମଧ୍ୟ ଦିଆଯାଇଛି । ଏବେ ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ କରାଯିବ । ଶନିବାର ଓ ରବିବାର ସଟ୍ଡାଉନ୍ ରହିଛି । ଏଣୁ ବିଧାନସଭା କୋଠା […]

