Odia Migrants
ଓଡ଼ିଶା 

ଫ୍ୟ।କ୍ଟେରୀ ଚ।ଲିନ।ହିଁ, ସୁର।ଟ ଆସନ୍ତୁ ନ।ହିଁ

ଫ୍ୟ।କ୍ଟେରୀ ଚ।ଲିନ।ହିଁ, ସୁର।ଟ ଆସନ୍ତୁ ନ।ହିଁ ବୁଗୁଡ।: ଅଗଷ୍ଟ ୧୩ : ବର୍ତ୍ତମ।ନ ସୁର।ଟରେ କୌଣସି ଫ୍ୟ।କ୍ଟେରୀ ଚ।ଲୁହୋଇନ।ହିଁ। ଦଲ।ଲମ।ନଙ୍କ କଥ। ଶୁଣି ସୁର।ଟ ଆସି ହଇର।ଣ ହୁଅନ୍ତୁ ନ।ହିଁ। ଯେଉଁ କରୋନ। ପ।ଇଁ ନିଜ ଭିଟ।ମ।ଟିକୁ ଯ।ଇଥିଲେ ସେଠ।ରେ ହିଁ ରୁହନ୍ତୁ, ବର୍ତ୍ତମ।ନ ଗୁଜର।ଟରେ କରୋନ। ସ୍ଥିତ ଗମ୍ଭୀର । ଏହି ବ।ର୍ତ୍ତ। ଦେଇଛନ୍ତି ସୁରତ ପ୍ରବ।ସୀ ଓଡ଼ିଆ ସମ।ଜ ଟ୍ରଷ୍ଟର ମୁଖ୍ୟ, ସଭ।ପତି ପ୍ରଦୀପ କୁମ।ର ସ।ହୁ। ଅଗଷ୍ଟ ୯ ତ।ରିଖ ରବିବ।ର ଦିନ ସୁରତର ଧର୍ତ୍ତି ନଗର ଶ।ଖ। କ।ର୍ଯ୍ୟ।ଳୟରେ […]
Read More...
ଓଡ଼ିଶା 

ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଯୋଜନା

ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଯୋଜନା ଭୁବନେଶ୍ୱର: ଜୁନ ୧୫: ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ଓଡ଼ିଆ ଭାଇଭଉଣୀ ଏବେ ରାଜ୍ୟକୁ ଫେରିବାରେ ଲାଗିଛନ୍ତି I ଗତ କଲି ମଧ୍ୟ ୪,୯୬୮ ଜଣ ପ୍ରବାସୀ ଓଡ଼ିଆ ଓଡ଼ିଶାରେ ପହଂଚିଛନ୍ତି I ଏ ପର୍ଯ୍ୟନ୍ତ ବାହାର ରାଜ୍ୟ ଗୁଡ଼ିକରୁ ରାଜ୍ୟକୁ ୫,୪୩,୯୦୫ ଜଣ ଫେରିଛନ୍ତି I ଓଡିଶା ସରକାର ମଧ୍ୟ ରାଜ୍ୟକୁ ଫେରିଥିବା ପ୍ରବାସୀ ମାନଙ୍କୁ ଜୀବନଜୀବିକା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି I ଓଡିଶା ସରକାର ମନରେଗା ଅଧୀନ ରେ ୨୦ […]
Read More...
ଓଡ଼ିଶା 

ଓଡ଼ିଶା ଫେରିଲେଣି ସାଢେ ୪ ଲକ୍ଷ ପ୍ରବାସୀ: ଟ୍ରେନ୍‌ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ସାଢେ ୫କୋଟି

ଓଡ଼ିଶା ଫେରିଲେଣି ସାଢେ ୪ ଲକ୍ଷ ପ୍ରବାସୀ: ଟ୍ରେନ୍‌ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ସାଢେ ୫କୋଟି କଟକ(ସ.ବୁ୍ୟ): ଜୁନ ୧୩:ଓଡିଶାକୁ ଆସୁଥିବା ପ୍ରବାସୀ ଏବଂ ଓଡିଶାରୁ ଯାଉଥିବା ପ୍ରବାସୀ ଉଭୟଙ୍କ ଯାତାୟତରେ ଯେପରି କୌଣସି ସମସ୍ୟା ନହୁଏ ତାହାକୁ ଦୃଷ୍ଟି ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଇତିମଧ୍ୟରେ ଓଡିଶାକୁ ଟ୍ରେନ୍‌, ବସ୍‌ ଏବଂ ଅନ୍ୟାନ୍ୟ ଗାଡି ଦ୍ୱାରା ସାଢେ ୪ ଲକ୍ଷ ପ୍ରବାସୀ ଫେରି ଆସିଛନ୍ତି । କେବଳ ଟ୍ରେନ୍‌ରେ ଆସୁଥିବା ପ୍ରବାସୀଙ୍କ ଯାତାୟତ ଖର୍ଚ୍ଚ ଲାଗି ରାଜ୍ୟ ସରକାର ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ସାଢେ ୫ […]
Read More...
ଓଡ଼ିଶା 

ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଓଡିଶା ରିୟଲ ଇଷ୍ଟେଟ୍‌ ସେକଟର

ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଓଡିଶା ରିୟଲ ଇଷ୍ଟେଟ୍‌ ସେକଟର ଭୁବନେଶ୍ୱର: ଜୁନ ୧୦:କୋଭିଡ୍‌-୧୯ ମହାମାରୀ ନିମନ୍ତେ ବର୍ତମାନ ଆମ ଦେଶ ଏକ ଜରୁରୀ କାଳୀନ ସ୍ୱାସ୍ଥ୍ୟଗତ ଏବଂ ଅର୍ଥନୈତିକ ସମସ୍ୟା ଦେଇ ଗତି କରୁଛି। ଏହାର ପରିଣାମ ସ୍ୱରୂପ ଲକ୍ଷାଧିକ କୁଶଳ ଓ ଅନୁକୁଶଳ ଶ୍ରମିକ ନିଜର ଜୀବିକା ହରାଇଛନ୍ତି। ଅଭାବ ଓ ଆର୍ଥିକ ଅନାଟନ ଯୋଗୁଁ ସେମାନେ ନିଜନିଜ ରାଜ୍ୟକୁ ପ୍ରତ୍ୟାବର୍ତନ କରିବାକୁ ବାଧ୍ୟ ହେଉଛନ୍ତି। ଏହି ପରିସ୍ଥିତିର ଗମ୍ଭିରତାକୁ ହୃଦୟଙ୍ଗମ କରି କ୍ରେଡାଇ ଭୁବନେଶ୍ୱର, ଓଡିଶାକୁ ଫେରି ଆସିଥିବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କର ଥଇଥାନ […]
Read More...
ଓଡ଼ିଶା 

ପ୍ରବାସୀ ଓଡ଼ିଆଙ୍କୁ ଜୀବିକା ଯୋଗାଇବେ ରାଜ୍ୟ ସରକାର ଖର୍ଚ୍ଚ ହେବ ୧୭ ହଜାର କୋଟି ଟଙ୍କା

ପ୍ରବାସୀ ଓଡ଼ିଆଙ୍କୁ ଜୀବିକା ଯୋଗାଇବେ ରାଜ୍ୟ ସରକାର  ଖର୍ଚ୍ଚ ହେବ ୧୭ ହଜାର କୋଟି ଟଙ୍କା By Papu Mohanty ଭୁବନେଶ୍ୱର:ମେ ୨୯: ଶୁକ୍ରବାର ବସିଥିବା କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଏଥିରେ ନିଆଯାଇଥିବା ନିର୍ଦ୍ଦିଷ୍ଟ କିଛି ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ନବୀନ ସରକାରଙ୍କ ପଞ୍ଚମ ପାଳିର ବର୍ଷ ପୂର୍ତିରେ ଆଜି ବସିଥିବା ଏହି ବୈଠକରେ କରୋନା ନେଇ ଅର୍ଥନୀତିକୁ ସୁଧାରିବା ପାଇଁ ବିଭନ୍ନ ଆଲୋଚନା ହୋଇଥିଲା । ବୈଠକରେ ୨୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିଛି […]
Read More...
ଓଡ଼ିଶା 

ଚଣ୍ଡିଖୋଲରୁ କେନ୍ଦ୍ରାପଡା; ଚାଲିଚାଲି ଆସିଲେ ୧୩ ପାଇପ ମିସ୍ତ୍ରୀ

ଚଣ୍ଡିଖୋଲରୁ କେନ୍ଦ୍ରାପଡା; ଚାଲିଚାଲି ଆସିଲେ ୧୩ ପାଇପ ମିସ୍ତ୍ରୀ Edited by Papu Mohanty କେନ୍ଦ୍ରାପଡା: ମେ ୨୨:ମହାକାଳପଡା ବ୍ଲକ ଗୋପାଳପୁର ଅଞ୍ଚଳର ପାଇପ ମିସ୍ତ୍ରୀ ମାନେ ଦୀର୍ଘଦିନ ହେବ କର୍ଣ୍ଣାଟକର ବାଙ୍ଗାଲୁରୁ ରେ ରହି ପାଣି ପାଇପ ମିସ୍ତ୍ରୀ ଭାବେ ଜୀବିକା ନିର୍ବାହ କରୁଥିଲେ । ଲକ ଡାଉନ କଟକଣା ଲାଗୁ ହେବା ସହ ରାଜ୍ୟ ସରକାର ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ପରେ ମହାକାଳପଡାର ଏହି ଶ୍ରମିକ ମାନେ ଭଦ୍ରକ ଯାଉଥିବା ଏକ ବସରେ ବାଙ୍ଗାଲୁରୁ ଆସିବା […]
Read More...
ଓଡ଼ିଶା 

ପ୍ରବାସୀ ଶ୍ରମିକଙ୍କୁ ଡିଜି ଅଭୟଙ୍କ ଅଭୟବାଣୀ; ଚାଲନି, ଥାନାକୁ ଯାଅ

ପ୍ରବାସୀ ଶ୍ରମିକଙ୍କୁ ଡିଜି ଅଭୟଙ୍କ ଅଭୟବାଣୀ; ଚାଲନି, ଥାନାକୁ ଯାଅ Edited by Papu Mohanty ଭୁବନେଶ୍ୱର : May 15: ଚାଲନି, ଥାନାକୁ ଯାଅ । ଖାଇବା, ଗାଡ଼ିରେ ନେବା ଏବଂ ସୀମାରେ ପହଞ୍ଚାଇବା କାର୍ଯ୍ୟ ରାଜ୍ୟ ସରକାର କରିବେ । ଏ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଭରଣା କରାଯିବ । ପ୍ରବାସୀ ଶ୍ରମିକଙ୍କୁ ପୋଲିସ ମହାନିର୍ଦ୍ଦେଶକ (ଡିଜି) ଅଭୟ ଏଭଳି ଅଭୟବାଣୀ ଦେଇଛନ୍ତି । ସେ କହିଛନ୍ତି ଯେ, ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ […]
Read More...
ଓଡ଼ିଶା 

ଓଡ଼ିଶାକୁ ଫେରିଲେଣି ୭୬,୨୩୪ ପ୍ରବାସୀ କେବଳ ମଙ୍ଗଳବାର ୮,୭୬୧ ପ୍ରବାସୀ

ଓଡ଼ିଶାକୁ ଫେରିଲେଣି ୭୬,୨୩୪ ପ୍ରବାସୀ  କେବଳ ମଙ୍ଗଳବାର ୮,୭୬୧ ପ୍ରବାସୀ By Papu Mohanty ଭୁବନେଶ୍ୱର(ସବୁ୍ୟ): May 12: ବର୍ତ୍ତମାନସୁଦ୍ଧା ବାହାର ରାଜ୍ୟରୁ ଟ୍ରେନ୍‌ ଓ ବସ୍‌ ଯୋଗେ ଓଡ଼ିଶାକୁ ୭୬,୨୩୪ପ୍ରବାସୀ ଫେରିଛନ୍ତି । ଏହି ସୂଚନା ଦେଇଥିଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ସାମ୍ବାଦିକଙ୍କୁ ଶ୍ରୀ ବାଗଚୀ କହିଥିଲେ, ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଇ ଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ମଙ୍ଗଳବାର ୮୭୬୧ ଜଣ ପ୍ରବାସୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏପର୍ଯ୍ୟନ୍ତ ବାହାର […]
Read More...
ଓଡ଼ିଶା 

ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ପାଇଁ ବଦଳିଲା ଗାଇଡଲାଇନ; ଥରକେ ଯାତ୍ରା କରିବେ ୧୭ଶହ ଯାତ୍ରୀ

ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ପାଇଁ ବଦଳିଲା ଗାଇଡଲାଇନ;  ଥରକେ ଯାତ୍ରା କରିବେ ୧୭ଶହ ଯାତ୍ରୀ Edited by Papu Mohanty ଭୁବନେଶ୍ୱର : May 11: ରେଳ ମନ୍ତ୍ରଣାଳୟ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ ପାଇଁ ଥିବା ଗାଇଡ୍‌ ଲାଇନ୍‌ ପରିବର୍ତ୍ତନ କରିଛନ୍ତି । ଏଣିକି ୧୨୦୦ ସ୍ଥାନରେ ୧୭ଶହ ଯାତ୍ରୀ ଏହି ଟ୍ରେନ୍‌ରେ ଆସିପାରିବେ । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଗନ୍ତବ୍ୟ ସ୍ଥଳରେ ପହଂଚିବା ପୂର୍ବରୁ ୩ଟି ଷ୍ଟେସନରେ ଟ୍ରେନ ଅଟକିବ । ରେଳ ମନ୍ତ୍ରାଳୟ ଅଧିକ ଶ୍ରମିକ ଟ୍ରେନ ପ୍ରବେଶ ପାଇଁ ଅନୁମତି ଦେବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ […]
Read More...
ଓଡ଼ିଶା 

ଭୁବନେଶ୍ୱର ତିନି ପ୍ରବେଶ ପଥରେ ହେବ ସ୍କି୍ରନିଂ ଆଶ୍ରମ, ତପୋବନ ସ୍କୁଲ, କୃପାଜଳ ଇଞ୍ଜିନିୟରିଂ କଲେଜରେ ହୋଇଛି ବ୍ୟବସ୍ଥା

ଭୁବନେଶ୍ୱର ତିନି ପ୍ରବେଶ ପଥରେ ହେବ ସ୍କି୍ରନିଂ ଆଶ୍ରମ, ତପୋବନ ସ୍କୁଲ, କୃପାଜଳ ଇଞ୍ଜିନିୟରିଂ କଲେଜରେ ହୋଇଛି ବ୍ୟବସ୍ଥା Edited by Papu Mohanty ଭୁବନେଶ୍ୱର(ସବୁ୍ୟ): 10/05: ରାଜ୍ୟକୁ ପ୍ରବାସୀ ଓଡ଼ିଆ ଅନ୍ୟ ରାଜ୍ୟରୁ ଫେରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । କରୋନା ସଂକ୍ରମଣ ରୋକିବା ଲାଗି ଭୁବନେଶ୍ୱରର ତିନି ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ହୋଇଛି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ରାଜଧାନୀରେ ପ୍ରବେଶ କରିବାକୁ ଥିବା ପ୍ରବାସୀଙ୍କୁ ସହରର ତିନୋଟି ସ୍ଥାନରେ ସ୍କ୍ରିନିଂ କରାଯିବ […]
Read More...
ରାଜନୀତି  ଓଡ଼ିଶା 

ପ୍ରବାସୀ ଓଡିଆ ପ୍ରସଙ୍ଗ: ଟ୍ରେନ୍‌ ଠିକ୍‌ କର, ଟିକେଟ ଖର୍ଚ୍ଚ ଦେବ କଂଗ୍ରେସ : ନିରଞ୍ଜନ

ପ୍ରବାସୀ ଓଡିଆ ପ୍ରସଙ୍ଗ: ଟ୍ରେନ୍‌ ଠିକ୍‌ କର, ଟିକେଟ ଖର୍ଚ୍ଚ ଦେବ କଂଗ୍ରେସ : ନିରଞ୍ଜନ Edited by Papu Mohanty ଭୁବନେଶ୍ୱର : 09/05/:ରାଜ୍ୟ ସରକାରଙ୍କ ଦୁରଦୃଷ୍ଟି ଅଭାବ ଯୋଗୁ କରୋନା ଦ୍ୱାରା ସମସ୍ୟାରେ ଥିବା ଲକ୍ଷ ଲକ୍ଷ ଓଡିଆ ହଇରାଣ ହରକତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଉଦ୍‌ଭବ ସମସ୍ୟା ପାଇଁ ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ୨ ମାସ ଧରି ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସରକାର ଶୁଣିନାହାନ୍ତି । ମୁଖ୍ୟସଚିବଙ୍କୁ ପ୍ରତି ବ୍ଲକରେ […]
Read More...
ଓଡ଼ିଶା 

ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ; କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଆଧାରରେ ଫେରିପାରିବେ ପ୍ରବାସୀ

ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ; କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଆଧାରରେ ଫେରିପାରିବେ ପ୍ରବାସୀ Edited by Papu Mohanty କଟକ(ସ.ବୁ୍ୟ): 08/05: କରୋନା ସଂକ୍ରମିତମାନେ ରାଜ୍ୟକୁ ଫେରିପାରିବେ ନାହିଁ ବୋଲି ଓଡିଶା ହାଇକୋର୍ଟ ଦେଇଥିବା ଆଦେଶ ଉପରେ ଆଜି ସୁପ୍ରିମ୍‌କୋର୍ଟ ରହିତାଦେଶ ଜାରି କରିଛନ୍ତ । ଏଥିସହ ପ୍ରବାସୀମାନେ ରାଜ୍ୟକୁ ଫେରିବା ପାଇଁ କେନ୍ଦ୍ର ସରକାରଙ୍କ ଯେଉଁ ଗାଇଡ୍‌ଲାଇନ୍‌ ରହିଛି ତାହାକୁ ଅନୁପାଳନ କରିବାକୁ ସର୍ବୋଚ୍ଚ ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତ । ଗତକାଲି ପ୍ରବାସୀ ଓଡିଆଙ୍କ ଫେରିବା ଉପରେ ଓଡିଶା ହାଇକୋର୍ଟ କଟକଣା ଜାରି କରିଥିଲାବେଳେ ଆଜି ଏହି ଆଦେଶକୁ […]
Read More...

Advertisement