odia literature
ଜିଲ୍ଲା 

ପରଲୋକରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ପରଲୋକରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି କଟକ: ଅପ୍ରେଲ ୨୫: ୮୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ଭଳି ପୁସ୍ତକ ରଚନା ପାଇଁ ସେ ବେଶ୍‌ ପରିଚିତ । ସେ ୨୦୨୦ରେ ପଦ୍ମଶୀ ପୁରସ୍କାର ପାଇଥିଲେ। ପଦ୍ମଶ୍ରୀ ପୁରସ୍କାର ବ୍ୟତୀତ ସେ ସେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।ସାହିତ୍ୟିକା ବୀଣାପାଣ ମହାନ୍ତିଙ୍କ ପରଲୋକ ଖବର ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ […]
Read More...
ସାହିତ୍ୟ 

ବିଲୁପ୍ତର ଦ୍ୱାରଦେଶରେ ଶାଗୁଣା

ବିଲୁପ୍ତର ଦ୍ୱାରଦେଶରେ ଶାଗୁଣା ଦେଖିବାକୁ ଅସୁନ୍ଦର ବୋଲି ଶାଗୁଣାକୁ ଅନେକ ନାପସନ୍ଦ କରନ୍ତି ସତ, କିନ୍ତୁ ତା’ର ଅନ୍ୟ ନାମ ହେଲା ପ୍ରକୃତିର ମେହେନ୍ତର । ସେମାନେ ଗାଁ ଓ ସହରରେ ମୃତୁ୍ୟବରଣ କରୁଥିବା ଗୃହପାଳିତ ଓ ବୁଲା ପଶୁମାନଙ୍କର ପଚା ମାଂସକୁ ଖାଇ ସଫା କରିଦଅନ୍ତିି । ମୃତ ଜୀବକୁ ଖାଇବା ପରେ ପୁଣି ନୂତନ ଆହାର ସନ୍ଧାନରେ ସେମାନେ ଦୂରକୁ ଉଡିଯାଆନ୍ତି । ପଚା ଶବ ଖାଉଥିବା ଯୋଗୁଁ ସେମାନେ ଆମ ପରିବେଶକୁ ଉତ୍କଟ ଦୁର୍ଗନ୍ଧରୁ ରକ୍ଷା କରନ୍ତି […]
Read More...

Advertisement