odia culture
ଜିଲ୍ଲା  ଓଡ଼ିଶା 

ନାରାୟଣୀ ଯାତ୍ରା ପାଇଁ ପଡିଲା ଶୁଭ

ନାରାୟଣୀ ଯାତ୍ରା ପାଇଁ ପଡିଲା ଶୁଭ ଫୁଲବାଣୀ: ଅପ୍ରେଲ ୧୪: ବହୁପ୍ରସିଦ୍ଧ ଫୁଲବାଣୀର ମା ନାରାୟଣୀଙ୍କ ଯାତ୍ରା ପାଇଁ ଆଜିଠୁ ଆରମ୍ଭ ହୋଇଛି ଶୁଭ ନାରିକେଳ ଭଙ୍ଗା । ପ୍ରଥା ଅନୁଯାଇ ପଣା ସଂକ୍ରାନ୍ତି ଅବସରରେ ଯାତ୍ରା ପଡିଆରେ ଶୁଭ ଖୁଣ୍ଟି ପ୍ରତିଷ୍ଠା କରାଯାଇଛି । ସକାଳେ ଏଫ୍.ସି.ଆଇ ନିକଟରୁ ଜଣେ ଭକ୍ତଙ୍କ ବାଡିରେ ଥିବା ବାଉଁଶକୁ ପୂଜାର୍ଚନା କରିବା ପରେ ତାକୁ କାଟି ଅଣାଯାଇଥିଲା । ପରେ ଯାତ୍ରା ପଡିଆରେ ଶୁଭଖୁଣ୍ଟିକୁ ପ୍ରତିଷ୍ଠା କରାଯାଇଥିଲା ।ଏହି ଅବସରରେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ଯାତ୍ରାକମିଟି […]
Read More...
କବିତା 

ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ

ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ ଏଇ ଆମ ଓଡିଶା ଭାଷା ଆମର ଓଡ଼ିଆ ନାମରେ ମଧୁର ଅଛି ଲାଗେ ଭାରି ବଢିଆ । ଏଇ ଭାଷାରେ କେତେ ଯେ କବି ଉତ୍ପତ୍ତି ହୋଇ କାବ୍ୟ କବିତା ମହାପୁରାଣ ଅଛନ୍ତି ଲେଖି । । ଭାଷା କୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ ନିମନ୍ତେ ମଧୁବାବୁ ଗୋପବନ୍ଧୁ ଦାସ ଆହ୍ୱାନ ଦେଲେ । ତାଙ୍କର ବାଣୀ ସାରା ରାଇଜେ ପ୍ରଚାର ହେଲା ଓଡିଆ ସବୁ ଏକତ୍ରିତ ଆନ୍ଦୋଳନ କରିଲେ ଭଲା । । ଆନ୍ଦୋଳନ […]
Read More...
ଜିଲ୍ଲା 

ହରଗୌରୀଙ୍କ ଠାରେ ସ୍ୱତନ୍ତ୍ର ଭାବେ ଲାଗିହେଲା କୁଡୁମୁଲ୍ଲୁ ପିଠା

ହରଗୌରୀଙ୍କ ଠାରେ ସ୍ୱତନ୍ତ୍ର ଭାବେ ଲାଗିହେଲା କୁଡୁମୁଲ୍ଲୁ ପିଠା ସୋନପୁର,ଅକ୍‌ଟୋବର ୨୫: ହରଗୌରୀଙ୍କୁ ସ୍ଥାପନା କରି ପ୍ରତ୍ୟହ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ସହ ପାରଂପରିକ ପିଠାପଣା ପ୍ରସ୍ତୁତକରି ସମର୍ପଣ କରିବା ବିଧିହେତୁ କେବେ ଖିରୀପିଠା କେବେ ବିରିଚକୁଳି ପ୍ରସାଦ ଲାଗି କରାଯାଏ । ସେହିକ୍ରମରେ ଆଜି ଯାତ୍ରାର ପଞ୍ଚମଦିନରେ ହରଗୌରୀଙ୍କ ଠାରେ ଏକ ସ୍‌୍ୱତନ୍ତ୍ର ଧରଣର କୁଡୁମୁଲ୍ଲୁ ପିଠା ସହ ଅନïରାଲୁ ପାଏସମୁ ଲାଗିହୋଇଛି । ସଂଧ୍ୟାରେ ପ୍ରଥମେ ବୁଢିମା ମନ୍ଦିର ସମ୍ମୁଖରେ କାଠିପକା ଯିବାପରେ ହରଗୌରୀଙ୍କୁ ପୂଜାମଣ୍ଡପରୁ ବାହାରକୁ ଅଣାଯାଇ ଦୁଇଜଣ ମହିଳା ଉଭୟଙ୍କୁ ମୁଣ୍ଡରେ […]
Read More...
ଓଡ଼ିଶା  ସାହିତ୍ୟ 

କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ

କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ ଋତୁଚକ୍ରର ଧାରାରେ ଧରାବତରଣ କରେ ପାର୍ବଣ ଋତୁ ଶରତ । ସୁଷମା ବିମଣ୍ଡିତ ଧରା ପୃଷ୍ଠରେ ନ ଥାଏ ରୌଦ୍ରର ଭୟଙ୍କର ପ୍ରଚଣ୍ଡ ତାପ , ବର୍ଷାର ଘନଘଟା , ଶୀତର ଦାଦାଗିରି । ବର୍ଷା ଋତୁକୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇ ଶରତ ଋତୁ ନିଜର ପ୍ରାଧାନ୍ୟ ବିସ୍ତାର କରେ ଏକ ନିଆରା ଢଙ୍ଗରେ । ଧରଣୀ ବୁକୁର ସବୁଜିମା , ନଦୀ ପଠାରେ କାଶତଣ୍ଡିର ସମ୍ଭାର , ନଦୀ ପୁଷ୍କରିଣୀର କାଚକେନ୍ଦୁ ଜଳ , […]
Read More...

Advertisement