nuclear blackmail
ବିଶ୍ବ 

ସ୍ପଷ୍ଟିକରଣ ଦେଲେ ରୁଷର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜାଖାରେଭା

ସ୍ପଷ୍ଟିକରଣ ଦେଲେ ରୁଷର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜାଖାରେଭା ମସ୍କୋ: ଜୁନ ୨୫: ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ଋଷ କେବେ ବି କାହାକୁ ଧମକ ଦେଇନି ବୋଲି ସ୍ପଷ୍ଟ କରିଛନ୍ତି ସରକାରୀ ଅଧିକାରୀ । ମସ୍କୋର ଆଣବିକ ଅସ୍ତ୍ର ପ୍ରୟୋଗ ଆଭିମୁଖ୍ୟ ବୋଲି ଯାହା ପ୍ରଚାର ଚାଲିଛି ତାହା ସମ୍ପୂର୍ଣ୍ଣ କଳ୍ପନାପ୍ରସୂତ ବୋଲି କହିଛନ୍ତି ରୁଷୀୟ ବେଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ ମାରିଆ ଜାଖାରେଭା । ସେ ତାଙ୍କବିବୃତିରେ କହିଛନ୍ତି ଯେ ୟୁକ୍ରେନ୍‌ ଯୁଦ୍ଧରେ ପରସ୍ପର ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ ଧମକ ପରିପ୍ରେକ୍ଷୀରେ ଷ୍ଟେଟ୍‌ ପାର୍ଟିଜର […]
Read More...

Advertisement