nuapada headline
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ମନ୍ଦିରରେ ପଶିଲା ପାଣି, ସ୍ଥାନାନ୍ତର ହେଲେ ବିଗ୍ରହ
Published On
By Samaya Live
ନୂଆପଡ଼ା : ମନ୍ଦିରରେ ପଶିଲା ଡ୍ୟାମ ପାଣି । ଅନ୍ୟତ୍ର ସ୍ଥାନାନ୍ତର ହେଲେ ବିଗ୍ରହ । ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତିଖାଲି ଡ୍ୟାମରେ ପାଣି ଭର୍ତ୍ତି ହେଉଥିବା ବେଳେ ଏପଟେ ଉପର ମୁଣ୍ଡ ବିସ୍ଥାପିତ କୋନାବିରା ଗାଁର ଜଗନ୍ନାଥ ମନ୍ଦିରରେ ପାଣି ପଶିବା ପରେ ତିନି ଠାକୁରଙ୍କୁ ଅନ୍ୟ ଏକ ସ୍ଥାନରେ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଉଛି । ତିଖାଲି ଡ୍ୟାମରେ କୋନାବିରା ଗାଁ ସମ୍ପୂର୍ଣ୍ଣ […]
ଡିଇଓଙ୍କ ଅଚାନକ ପରିଦର୍ଶନ: ୭ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ
Published On
By Samaya Live
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ସ୍କୁଲରେ ଅନୁପସ୍ଥିତ ଥିବା ୪ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଯେଉଁ ବିଦ୍ୟାଳୟର ଛାତ୍ରଛାତ୍ରୀ ପାଠ ଜାଣୁନାହାନ୍ତି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ଡିଇଓ ଶ୍ରୀମତୀ ମୁର୍ମୁ ପ୍ରଥମେ ଠଙ୍ଗୋ ୟୁପି ସ୍କୁଲରେ ସକାଳ ୯ଟା ୧୫ରେ ପହଞ୍ଚିଥିଲେ । ସ୍କୁଲରେ ୪ […]
ମହୁଲ ଗୋଟାଇବା ବେଳେ ମହିଳାଙ୍କୁ ଭାଲୁ ଆକ୍ରମଣ
Published On
By Samaya Live
ନୂଆପଡ଼ା : ସଦର ଥାନା ଗୋଡଫୁଲା ପଞ୍ଚାୟତ ଜୁନାନୀ ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ହେଲେ ସୂର୍ଯୋମତି ନିଆଲ(୬୦) । ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସୂଚନାନୁଯାୟୀ, ସକାଳୁ ଜୁନାନୀ ଗ୍ରାମର ପଦ୍ମନ ନିଆଲ(୬୫) ଓ ସ୍ତ୍ରୀ ସୂର୍ଯୋମତି ନିଜ ଚାଷ ଜମିକୁ ମହୁଲ ସଂଗ୍ରହ ପାଇଁ ଯାଉଥିଲେ । ସ୍ୱାମୀ ପଦ୍ମନ ଆଗରେ ଚାଲୁଥିବା ବେଳେ ସ୍ତ୍ରୀ ସୂର୍ଯୋମତି ପଛରେ ଚାଲୁଥିଲେ […]
ଚାକିରୀ ନିୟମିତ ନକଲେ, ସେପ୍ଟେମ୍ବର ୩୦ରୁ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ
Published On
By Samaya Live
ନୂଆପଡା, ସେପ୍ଟେମ୍ବର ୨୯ : ମଙ୍ଗଳବାର ଓଡିଶା ଆୟୁଷ ସଂଘ ନୂଆପଡା ଶାଖା ପକ୍ଷରୁ ଚାକିରୀ ନିୟମିତ ନକଲେ ଆସନ୍ତା ତାରିଖ ୩୦ ସେପେଫମ୍ବର ୨୦୨୧ରୁ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇବା ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ କେଉଁ କାର୍ଯ୍ୟ କରିବେ ଏବଂ କେଉଁ କାର୍ଯ୍ୟ କରିବେ ନାହିଁ ତାର ଉଲ୍ଲେଖ ରହିଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ଏକ ଅନୁରୂପ ଦାବିପତ୍ର ପ୍ରଦାନ କରିଛନ୍ତି । […]

